ଅନ୍ ଲାଇନରେ ସାଇଟରେ ପ୍ରେମିକ ଖୋଜୁଛନ୍ତି କି? ସାବଧାନ ଭୋଗି ପାରନ୍ତି ଏହି ସବୁ ଦଷା

0 1,002

ପ୍ରେମିକା ନ ମିଳିବାରୁ ଆଜିକାଲିର ଯୁବକମାନେ ଭର୍ଚୁଆଲ ପ୍ରେମରେ ପଡ଼ିଯାଇଛନ୍ତି । କଣ କିଛି ବୁଝି ପାରୁନାହାନ୍ତି ? ହଁ ଆମେ କହୁଛୁ ବର୍ତ୍ତମାନ ସମୟରେ ଯୁବପୀଢ଼ି ଭର୍ଚୁଆଲ ପ୍ରେମିକା ବା ଅନ୍ ଲାଇନ୍ ପ୍ରେମିକା ପଛରେ ପଡ଼ିଯାଇଛନ୍ତି । ଆପଣ ବି ଯଦି ଟାଇମ ପାସ୍ କିମ୍ବା ଦେହର ଭୋକ ମେଣ୍ଟାଇବା ପାଇଁ ଅନଲାଇନରେ ପ୍ରେମିକା ଖୋଜୁଛନ୍ତି ଏବଂ ସେମାନଙ୍କ ସହ ବ୍ଲାଇଣ୍ଡ ଡେଟ୍ ରେ ଯିବାକୁ ଆଗ୍ରହ ପ୍ରକାଶ ପ୍ରକାଶ କରୁଛନ୍ତି ତେବେ ଆମର ଏହି ସବୁ ଟିପ୍ସ ମନେ ରଖନ୍ତୁ ଆପଣଙ୍କ କାମରେ ଆସିବ । ଯଦି ଏହାକୁ ଆପଣ କାମରେ ଲଗାଇବେ କେବଳେ ଦୈହିକ ନୁହେଁ ମାନସିକ ଶାନ୍ତି ମଧ୍ୟ ପାଇବେ । ତେବେ ଆଉ ଡେରି କାହିଁକି ଆମର ଏହି ରିସର୍ଚ୍ଚ ତଥ୍ୟ ଉପରେ ଥରେ ନଜର ପକାନ୍ତି ଏବଂ ହଁ ଅନ୍ୟମାନଙ୍କୁ ସେୟାର କରିବାକୁ ବି ଭୁଲିବେନି ତେବେ ଡେରି କାହିଁକି ଆଜି ହିଁ ପଢ଼ନ୍ତୁ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନ ।..

ପ୍ରେମ ଓ ପ୍ରେମିକା ବିନା ଜୀବନ ତୁଛ ଭାବୁଥିବା ଯୁବପୀଢ଼ିଙ୍କୁ ଆମେ ଆରମ୍ଭରୁ କହି ରଖିବାକୁ ଚାହୁଁ ଯେ, ସଚେତନ ଓ ସତର୍କତା ଆପଣଙ୍କୁ ବଡ଼ ବିପଦରୁ ରକ୍ଷା କରିପାରିବ । ତେବେ ଆଉ ଡେରି ନକରି ଆମର ଏହି ଆଲେଖ୍ୟ ପଢ଼ନ୍ତୁ ।

ଆପଣ ଯଦି ସିଙ୍ଗଲ ଲାଇଭ ବଞ୍ଚୁଛନ୍ତି ଏବଂ ଜୀବନରେ ଉନ୍ମାଦନା ଚାହୁଁଛନ୍ତି ତେବେ ଆପଣ ନିହାତି ଭାବେ ଅନଲାଇନ୍ ଡାଟିଂ ସାଇଟ ୟୁଜ୍ କରୁଥିବେ । ସେଠାରୁ ଜଣା ଅଜଣା ଚିହ୍ନା ପରିଚିତ ଯୁବତୀଙ୍କ ସାନିଧ୍ୟ ପାଇବା ପାଇଁ ଆପଣ ବ୍ୟାକୁଳ ମଧ୍ୟ ହେଉଥିବେ ନିଶ୍ଚୟ । ଏମିତି ଅନେକ ସାଇଟ୍ ଅଛି ଯେଉଁଠି ଆପଣଙ୍କୁ ଦେଶୀ ବିଦେଶୀ ଝିଅ ମିଳିଯିବେ ଅନଲାଇନରେ ଯେଉଁମାନେ ଆପଣଙ୍କଠୁ ଟଙ୍କା ନେଇ ଆପଣଙ୍କ ସହ ରାତି ବିତାଇବାକୁ ମଧ୍ୟ ପ୍ରସ୍ତୁତ ହେଉଥିବେ । ତେବେ ଏମିତି କରୁଥିଲେ କିଛି ଟିପ୍ସ ମନେ ରଖିବା ନିହାତି ଦରକାର । ଆଉ ସେହି ସବୁ ଆମେ ଆଜି ଏଠି ଚର୍ଚ୍ଚା କରିବା । mingle2.com, www.quackquack.inmeetville.com, datememe.com ,  waplogwaplog.com , bhubaneshwar.mate4all.com  ଏମିତି ଅନେକ ୱେବ ସାଇଟ ଅଛି ଯେଉଁଠି ଆପଣଙ୍କୁ ଉଭୟ ନାରୀ ଓ ପୁରୁଷ ବେଶ୍ୟା ପ୍ରେମିକା ଏବଂ ପ୍ରେମିକ ରୂପରେ ମିଳିଯିବେ ତେବେ କଥା ହେଉଛି ଆପଣ ସେମାନଙ୍କ ସହ ଆର୍ଥିକ ବା ଟଙ୍କା ପଇସା କାରବାର କଲା ବେଳକୁ ଟିକେ ଦେଖି ଚାହିଁ କରିବେ ଯେମିତି ଆପଣଙ୍କ ଟଙ୍କା ପାଣିରେ ନପଡ଼ିଯାଏ । ଏସମ୍ପର୍କରେ ଅଦିକ ସୂଚନା ଜାଣିବା ପାଇଁ ଆମର ଦ୍ୱିତୀୟ ଅଧ୍ୟାୟ ପଢିବାକୁ ଅପେକ୍ଷା କରନ୍ତୁ ଯେଉଁଠି ଆମେ ଅଧିକ ତଥ୍ୟ ଆପଣଙ୍କ ପାଇଁ ନେଇ ଆସିବୁ ।

Leave A Reply

Your email address will not be published.