ଆପଣ ଜାଣନ୍ତିକି ଶନିବାର ଦିନ ତୁଳସୀ ପତ୍ରରେ କଲେ ଏପରି ଉପଚାର , ଦୁର ହୋଇଥାଏ ଜୀବନର ସବୁ ଦୁଃଖ ଆଉ କଷ୍ଟ

0 643

ସମସ୍ତଙ୍କ ଜୀବନରେ କିଛିନା କିଛି ଦୁଃଖ ଅଛି, ସମସ୍ୟ ଅଛି I ଏ ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହିଁ ଜାହା ଜିବନରେ ଦୁଃଖ କେବେ ଆସେନାହିଁ I ଦୁଃଖ ଶୁଖ ମଣିଷ ଜୀବନର ଏକ ଅଙ୍ଗ ସଦୃଶ I ଦୁଃଖକୁ ଛାଡି ଶୁଖର ସ୍ତାନ ନାହିଁ I କୁହାଯାଏ ଦୁଃଖ ଓ ଶୁଖ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ ଭଳି I ବ୍ୟକ୍ତି ଧନୀ ହେଉ କି ଗରିବ ପ୍ରତୋକ ଲୋକଙ୍କ ର ଜୀବନ ରେ କିଛି ନା କିଛି ଦୁଃଖ ରହିଥାଏ I ଦୁନିଆ ରେ ଗରିବ ହେଵା ହେଉଛି ସବୁଠାରୁ ବଡ଼ ସମସ୍ୟା I ପ୍ରତୋକ ବ୍ୟକ୍ତି ସାରା ଜୀବନ ପର୍ଯ୍ୟାପ୍ତ ପରିମାଣ ରେ ଅର୍ଥ ରୋଜଗାର ରେ ଲାଗିଥାଏ ଏବଂ ଅର୍ଥ ରୋଜଗାର ପାଁଇ ଅନେକ ଅନେକ ଉପାୟ କୁ ଆପଣେଇଥାଏ I

ଯେମିତି ସବୁ ଅସୁବିଧାର କିଛି ସମାଧାନ ରହିଛି, ସେମିତି ଆମ ଜୀବନରେ ଆସୁଥିବା ସବୁ ଦୁଃଖ ଓ ଅସୁବିଧାର ସମାଧାନ ରହିଅଛି  I ଏହି ଆଟିକିଲରେ ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତେଇବାକୁ ଯାଉଛୁ, ଯାହାକୁ ଆପଣେଇଲେ ଆପଣଙ୍କର ସବୁ ଦୁଃଖ ଦୁର ହେବା ସହିତ ପ୍ରଚୁର ଧନ ପ୍ରାପ୍ତି ମଧ୍ୟ ହେବ  I ଏହି ଉପାୟଟି ଅତ୍ୟନ୍ତ ସହଜ ଓ ସରଳ ଅଟେ  I ଏହି ଉପାୟକୁ ଆପଣେଇ ନିଜ ଜୀବନରେ ଆସୁଥିବା ସବୁ ଦୁଃଖ ଓ ବାଧା ବିଘ୍ନକୁ ଦୁର କରିବାକୁ ହେଲେ ଆପଣଙ୍କୁ ଆପଣେଇବାକୁ ହେବେ ଏହି କିଛି ସରଳ ନିୟମ  I ତେବେ ଚାଲନ୍ତୁ ଜାଣିବା, ସେ ନିୟମ ଉପାଚାର ଗୁଡିକ କଣ  I

ବିଭିନ୍ନ ପଣ୍ଡିତ ଓ ବିଦ୍ବାନ ବ୍ୟକ୍ତିଙ୍କ ମତରେ , ଯଦି ଜୀବନରେ ଦୁଃଖ କଷ୍ଟ ଓ ସମସ୍ୟ ଲାଗିରହିଛି, ତେବେ ତୁଳସୀ ଉପାଚାରରେ ସେ ସବୁ ସମସ୍ୟ କୁ ଦୁର କରାଯାଇ ପାରିବ  I ହିନ୍ଦୁ ଧର୍ମରେ ତୁଳସୀକୁ ଏକ ଆୈସୋରିଅ ଗଛ ରୁପେ ମନାଯାଏ  I ତୁଳସୀକୁ ବି ବୃନ୍ଦାବତୀଙ୍କ ରୁପ ବୋଲି କୁହାଯାଏ  I ତେବେ ତୁଳସୀରେ ରହିଛି ଏମିତି କିଛି ଭଲ ଗୁଣ, ଯାହା ଦୁର କରିଦେବ ଆପଣହ୍କର ସବୁ ସମସ୍ୟ  I ଏହା ସହିତ ଆପଣଙ୍କ ଘରେ ହେବ ଶୁଖର ବର୍ଷା  I ଏହି ଉପାୟ ଦ୍ୱାରା ଆପଣ ଙ୍କ ର ଆର୍ଥିକ ସମସ୍ୟା ଦୂର ହେବା ସହ ଜୀବନ ରେ ଖୁସି ଫେରି ଆସିଥାଏ I

ଆପଣ ଙ୍କ ର ସମସ୍ୟା ର ଉପଚାର ପାଁଇ ତୁଳସୀ ବୃକ୍ଷ ଏକ ବଡ଼ କାରଣ ହେଇଥାଏ I ଏହି ଉପାୟ କୁ ଆପଣେଇବାକୁ ହେଲେ ଗହମ କୁ ପେଷି ସେଥିରେ 100 ଗ୍ରାମ କଳା ଚଣା 11 ତୁଳସୀପତ୍ର ଏବଂ ଦୁଇଟି କେଶର ପକାଇ ଆପଣ ସେହି ଗହମ କୁ ପେଷି ଦିଅନ୍ତୁ I ଏବଂ ସେହି ପେଷା ଗହମକୁ ଏକ ଧଳା କନାରେ ଗୁଡେଇ ଘରର, ଯେ କୌଣସି ଯାଗାରେ ବାନ୍ଧି ଦିଅନ୍ତୁ  I ଦେଖିବେ ଧୀରେ ଧୀରେ ଘରର ସବୁ ଅସୁବିଧା ଦୁର ହୋଇଯିବ I

Leave A Reply

Your email address will not be published.