ଲକ ଡାଉନ ସମୟରେ ଅଧରାତିରେ କଣ କରନ୍ତି ଦୀପିକା ପାଦୁକାନ ପତି ରଣବୀର ଙ୍କ ସହ ଫୋଟ ହେଲା viral

0 620

ଦୀପିକା ପାଦୁକାନ ଓ ରଣବୀର ସିଂହ ବଲିଉଡର ପ୍ରସିଦ୍ଧ ବୈବାହିକ ଦମ୍ପତି ଅଟନ୍ତି | ଏହି ଦୁହିଁଙ୍କ ଫୋଟ ସୋସିଆଲ ମିଡିଆରେ ସବୁବେଳେ ହିଁ ଭାଇରଲ ହୋଇଥାଏ | ଏମିତିରେ ତ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି କିନ୍ତୁ ଏହି ଲକ ଡାଉନ ସମୟରେ ଫ୍ରି ରହୁଥିବା କାରଣରୁ ଏମାନଙ୍କ ଆକ୍ଟିଭିଟି ଅଧିକ ବଢିଯାଇଛି | ବାସ୍ତବରେ ଦୀପିକା ପାଦୁକାନ ତାଙ୍କ ଇନ୍ସଟା ଆକାଉଣ୍ଟରେ ଏକ ଫୋଟୋ ଶେୟର କରିଛନ୍ତି | ଏହି ଫୋଟୋରେ ରଣବୀର ବିଛଣାରେ ଶୋଇଛନ୍ତି ଓ ଦୀପିକା ତାଙ୍କ ମଥାରେ “ହଜବେଣ୍ଡ” ନାମକ ଏକ ଷ୍ଟିକର ଲଗାଇଥିଲେ | ଏହି ଫୋଟୋକୁ ଶେୟର କରିବା ସହ ଦୀପିକା କ୍ୟାପ୍ସନରେ ଲେଖିଥିଲେ ଏହା ହେଉଛି ଏହି ଋତୁର ସପ୍ତମ ଫୋଟ |

https://www.instagram.com/p/B-ea9EZDp3-/?utm_source=ig_web_copy_link

ଦୀପିକାଙ୍କ ଏହି ଖରାପ କାମକୁ ଦେଖି ରଣବୀର ସେହି ଫୋଟରେ କମେଣ୍ଟ କରିଥିଲେ ମେରୀ କଣ୍ଡଙ୍କ (Marie kondo) ଝିଅ ତୁମେ ଏହାକୁ ବହୁତ ଆଗକୁ ନେଇ ଯାଇଛ ମୁଁ ତୁମକୁ ଆଗକୁ ଦେଖି ନେବି | ବାସ୍ତବରେ ଏହି ସମୟରେ ଦୀପିକା ଓ ରଣବୀର ଘରେ ରହିକି ଦୁହେଁ ବହୁତ ମଜାମସ୍ତି କରୁଛନ୍ତି | ବେଳେବେଳେ ରଣବୀର ଦୀପିକାଙ୍କ ଗୋଡ ଟାଣନ୍ତି ଓ ବେଳେବେଳେ ଦୀପିକା ରଣବୀରଙ୍କ ମଜା ନିଅନ୍ତି | ନିଜର ପ୍ରତିଶୋଧ ପୁରାଣ କରିବା ପାଇଁ ରଣବୀର ସମସ୍ତଙ୍କ ସହ ଏକ ନୁଆଁ ରହସ୍ୟ ବାଂଟିଦେଲେ |

ବାସ୍ତବରେ ରଣବୀର ନିଜ ଇନ୍ସଟା ଆକାଉଣ୍ଟରେ ଦୀପିକାଙ୍କ ଏକ ଫୋଟ ଶେୟର କରିଛନ୍ତି | ଏହି ଫୋଟରେ ଦୀପିକା ସ୍ୱିଟ ହେଜଲନଟ କୋକୋଆ ସ୍ପ୍ରେଡ଼ର ଏକ ଜାରକୁ ଚାଟୁଥିବାର ଦେଖାହୋଇଛି | ଆଗ୍ରହର କଥା ଏହାକି ଦୀପିକା ରାତିରେ ଏହି ସମୟରେ ଖାଉଥିଲେ ଯେତେବେଳେ ସାରା ଦୁନିଆଁ ନିଦରେ ଶୋଇଥିଲା | ଏହି ଫୋଟୋକୁ ଦେଖିକି ଏହା ମଧ୍ୟ ପ୍ରମାଣିତ ହେଉଛି ଯେ ଦୀପିକାଙ୍କୁ ମିଠା ଖାଇବାକୁ ବହୁତ ଭଲ ଲାଗେ | ଫୋଟରେ ଆଉ ଏକ ସୁନ୍ଦର କଥା ନଜରକୁ ଆସୁଛି ଦୀପିକା ସେ ଜାରରୁ କମ୍ପାନୀର ଲେବେଲ ହଟେଇ ଦେଇଛନ୍ତି ଓ ଏହା ସ୍ଥାନରେ ” ଖିଲଜି ” ଲେବେଲ ଲଗେଇ ଦେଇଛନ୍ତି | ଉଲ୍ଲେଖନୀୟ ଏତେଯେ ଖିଲଜି ନାମକ ଚରିତ୍ରଟି ସଞ୍ଜୟ ଲୀଳା ଭନସାଲିଙ୍କ ପଦ୍ମାବତୀଙ୍କର ଅଟେ | ଏହି ଫିଲ୍ମରେ ଦୀପିକା ଓ ରଣବୀର ଦୁହେଁ ଯାକ ସାଥିରେ ନଜର ଆସିଥିଲେ |

https://www.instagram.com/p/B-fA4nXBZV8/?utm_source=ig_web_copy_link

ଏହି ଫୋଟକୁ ଶେୟର କରି ରଣବୀର କ୍ୟାପ୍ସନରେ ଲେଖିଛନ୍ତି “ରାତିର ଅନ୍ଧକାରରେ ସେ ଖିଲଜି ଖାଉଥିଲେ | ବାସ୍ତବରେ ପ୍ରତିଶୋଧ ବି ବହୁତ ମିଠା ଅଟେ |ଦେଖାଯାଏ ଯେ ଭାରତରେ ଲକ ଡାଉନ ଚାଲୁଥିବାରୁ ଫିଲ୍ମ ଇଣ୍ଡଷ୍ଟ୍ରି ବି ବନ୍ଦ ହୋଇଯାଇଛି | ଏହାସହ ସବୁ ସିନେମା ହଲ ବି ବନ୍ଦ ଅଛି | ଏହି ପରିସ୍ଥିତିରେ ଡ଼ାଇରେକ୍ଟର ବି ନିଜ ଫିଲ୍ମ ରିଲିଜର ତାରିଖକୁ ବି ଆଗକୁ ବଢ଼େଇ ଦେଇଛନ୍ତି | ଉଦାହରଣ ସ୍ୱରୂପ ରଣବୀର ସିଂହଙ୍କ ସୂର୍ଯ୍ୟବଂଶୀ ହିଁ ପ୍ରଥମରୁ ୨୪ ମାର୍ଚ୍ଚରେ ରିଲିଜ ହେବାର ଥିଲା କିନ୍ତୁ କରୋନା ଭାଇରସ ଚାଲୁଥିବାରୁ ଏହାକୁ କ୍ଷଣ ସମୟ ପାଇଁ ରୋକି ଦିଆହୋଇଛି | ଏହି ଫିଲ୍ମ ରିଲିଜ ହେବାର ନୁଆଁ ତାରିଖ ଅତି ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିଯିବ | ଏମିତିରେ ରୋହିତ ରେଡ଼ିଙ୍କ ନିର୍ଦେଶିତ ସୁର୍ୟୋବଂଶୀ ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିବାର ନଜର ଆସିବେ |

Leave A Reply

Your email address will not be published.