Browsing Tag

Aska News

ଆସିକା ଏନଏସି ପକ୍ଷରୁ ସ୍ୱଚ୍ଚତା ହିଁ ସେବା କାର୍ଯ୍ୟକ୍ରମ

ଆସିକା,୨୯/୯(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜ଼ିଲ୍ଲା ଆସିକା ଏନଏସି ପକ୍ଷରୁ ସ୍ୱଚ୍ଚତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶକ୍ରମେ ଗତ ୧୭ ତାରିଖ ଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଏହି

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳନ

ଆସିକା,୨୫/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ୫୫ ତମ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ପ୍ରାକ୍ତନ ଯୋଜନା ଅଧିକାରୀ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।

କେନ୍ଦୁପଦର ଏନ.ବି.ସି ମହାବିଦ୍ୟାଳୟରେ ସ୍କାଉଟ ଏବଂ ଗାଇଡସ୍ ରୋଭର ରେଞ୍ଜର ମାନଙ୍କ ଦିକ୍ଷା ଗ୍ରହଣ ଉତ୍ସବ

ଆସିକା,୧୭/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଆଜି ସ୍କାଉଟ ଏବଂ ଗାଇଡସ୍ ରୋଭର ରେଞ୍ଜର ମାନଙ୍କ ଦିକ୍ଷା ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଉତ୍ସବ ମହାବିଦ୍ୟାଳୟ ଅଧ୍ୟକ୍ଷ ହରିଶଙ୍କର

ବାବନପୁର ମାନସ ମଣ୍ଡପ ଗଣେଶ ପୂଜା କମିଟି ପକ୍ଷରୁ ମାଗଣା ରକ୍ତଦାନ ଓ ସ୍ୱାସ୍ଥ୍ୟ ଶିବିର

ଆସିକା,୯/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ପଞ୍ଚାୟତ ଠାରେ ଆଜି ମାନସ ମଣ୍ଡପ ଗଣେଶ ପୂଜା କମିଟି ପକ୍ଷରୁ ମାଗଣା ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି ଶିବିର ଯୁବ ବିଜେପି ନେତା କାହ୍ନା ନାୟକଙ୍କ

କ୍ଷେତ୍ରୀୟ ଖଣ୍ଡାୟତ ଓଡିଆ ସମାଜ ପକ୍ଷରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ

ଆସିକା,୮/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ଶାନ୍ତି ଶକ୍ତି ଭବନ ନିକଟ ଓଡିଆ ସମାଜ ଗୃହ ଠାରେ ଆଜି କ୍ଷେତ୍ରୀୟ ଖଣ୍ଡାୟତ ଓଡିଆ ସମାଜ ପକ୍ଷରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ

ଆସିକା ସୁନାମ୍ବ ସାହି ପୂଜା ମଣ୍ଡପରେ ବିରାଜମାନ ଅଗ୍ରପୂଜ୍ୟ ଗଜାନନ

ଆସିକା,୮/୯ (ଶୁଣାକଥା) ମନୋଜ କୁମାର ନାୟକ : ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚର୍ତୁଦଶୀରେ ଅଗ୍ରପୂଜ୍ୟ ଗଜାନନ ସିଂହାସନରେ ବିରାଜମାନ ହୋଇଛନ୍ତି । ପବିତ୍ର ଗଣେଶ ପୂଜା ପାଇଁ ଆସିକା ସହର ଉତ୍ସବ ମୁଖର ପାଲଟିଥିବା ବେଳେ ସୁନାମ୍ବ ସାହିରେ ମଧ୍ୟ ଯୁବ ଗୋଷ୍ଠିଙ୍କ ଦ୍ୱାରା ବେଶ ଧୁମଧାମରେ ଗଣେଶ ପୂଜା

ଆସିକାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

ଆସିକା,୧/୯ (ଶୁଣାକଥା) ମନୋଜ କୁମାର ନାୟକ : ସାରା ରାଜ୍ୟରେ ଆଜି ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହେଉଥିବା ବେଳେ ଆସିକାରେ ମଧ୍ୟ ଗଞ୍ଜାମ ଜିଲ୍ଲା ଓଡିଶା ଡ୍ରାଇଭର ସଂଘ ଆସିକା ଶାଖା ପକ୍ଷରୁ ପାଳନ କରାଯାଇଛି । ୨୦୨୧ ମସିହାରୁ ଏହି ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବଡ

ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୪ ମସିହା ମେଟ୍ରିକ ବ୍ୟାଚ ଛାତ୍ରୀଙ୍କ ବନ୍ଧୁ ମିଳନ

ଆସିକା,୩୧/୮(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୪ ମସିହା ମେଟ୍ରିକ ବ୍ୟାଚ ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ବିଦ୍ୟାଳୟ ପରିସର ଠାରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ

ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ

ଆସିକା,୨୬/୮(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗରୋଡ ସ୍ଥିତ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଅଙ୍କୁଶପୁର ସ୍ଥିତ ଇସ୍କନ ମନ୍ଦିର

ଆସିକା ଶାନ୍ତି ଶକ୍ତି ଭବନରେ ଦାଦି ପ୍ରକାଶମଣିଙ୍କ ଅବ୍ୟକ୍ତ ସ୍ମତି ଦିବସ ପାଳିତ

ଆସିକା,୨୬/୮ (ଶୁଣାକଥା) ମନୋଜ କୁମାର ନାୟକ : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆସିକା ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ଠାରେ ଆଜି ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଙ୍କ ଅବ୍ୟକ୍ତ ସ୍ମତି ଦିବସ ପାଳିତ ହୋଇଛି । ଏହି ଅବସରରେ