Browsing Tag

Aska Sub jail

ଆସିକା ଶାନ୍ତି ଶକ୍ତି ଭବନ ପକ୍ଷରୁ ଉପ-କାରାଗାର ଠାରେ ରାଜଯୋଗ ଶିବିର

ଆସିକା,୪/୮(ଶୁଣାକଥା) ମନୋଜ କୁମାର ନାୟକ : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆସିକା ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ପକ୍ଷରୁ ଆଜି ଆସିକା ସବଜେଲ ଠାରେ ଏକ ରାଜଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସବଜେଲ ଅଧ୍ୟକ୍ଷ ଖଗେଶ୍ୱର