Browsing Tag

environment

କାନପୁର ଦକ୍ଷିଣ ଏସିଆ ସମ୍ମିଳନୀରେ ଗଡ୍ ପ୍ରତିଷ୍ଠାତା ସଞ୍ଜୟ ସମ୍ମାନିତ

ଆସିକା,୬/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଉତ୍ତରପ୍ରଦେଶ କାନପୁର ଠାରେ ଆୟୋଜିତ ଦକ୍ଷିଣ ଏସିଆ ସମ୍ମିଳନୀରେ ଗ୍ରୀନ ଅର୍ଗାନିକ ଡେଭେଲପମେଣ୍ଟ ଅନୁଷ୍ଠାନ (ଗଡ୍ ) ପ୍ରତିଷ୍ଠାତା ତଥା ଆସିକା ବ୍ଲକ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ସମ୍ମାନିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ