Browsing Tag

G.Udayagiri

ଧାର କରଜ ଦେବା ମହଙ୍ଗା ପଡିଲା : ଠକାମିର ଶିକାର ହେଲେ ଯୁବ ବ୍ୟବସାୟୀ

ଘୁ.ଉଦୟଗିର,୨୦/୭(ଶୁଣାକଥା) :ଧାରେ ଲୁହ ଗଡାଇ ଉଧାର ମାଗିଥିଲେ । ଦେଇ ଦେବୀ ବୋଲି କଥା ଦେଇଥିଲେ । ଟଙ୍କା ପାଇଁ କାକୁତି ମିନତୀ ହୋଇ ହୃଦୟ ତରଳାଇ ଦେଇଥିଲେ । ନେଲା ବେଳକୁ ନେଇଗଲେ , ଦେଲା ବେଳକୁ ଧରା ଛୁଆଁ ଦେଉନାହାଁନ୍ତି । ହେଲେ ଧାର କରଜ ଦେଇ ଅଡୁଆ ପଡିଛନ୍ତି ଆଉ ଠକାମିର ଶିକାର