Browsing Tag

Gahangu

ଗହଙ୍ଗୁ ଗୀତା ପାଠାଶାଳାକୁ ଉପ-ସେବା କେନ୍ଦ୍ର ମାନ୍ୟତା

ଆସିକା,୧୧/୮(ଶୁଣାକଥା) ମନୋଜ କୁମାର ନାୟକ : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଆସିକାର ଗହଙ୍ଗୁ ଗୀତା ପାଠାଶାଳାକୁ ଇଶ୍ୱରୀୟ ସେବାରେ ଉତ୍କର୍ଷ ହେତୁ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନ୍ତଃର୍ଜାତୀୟ ମୁଖ୍ୟାଳୟ ମାଉଟଂ ଆବୁ