ଜୁଆ ଆଡ୍ଡାରେ ଆସିକା ପୋଲିସର ଚଢାଉ : ୯ ଗିରଫ, ୨୦ ହଜାର ୫ ଶହ ୫୦ ଟଙ୍କା ଜବତ
ଆସିକା,୪/୮ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ଆଇ.ବି ବଙ୍ଗଳା ନିକଟ ନାଡିବନ୍ଧ ଠାରେ ଚାଲିଥିବା ଜୁଆ ଖେଳ ଆଡ୍ଡାରେ ପୋଲିସ ଅତିର୍କିତ ଚଢାଉ କରଥିଲା ।
ଆସିକା ଥାନା ଅଧିକାରୀ ପି.ସ୍ୱରୁପ କିଶାନଙ୍କ ତତ୍ୱାବାଧାନରେ ଚଢାଉ ହୋଇଥିଲା । ଆସିକା ଥାନା ଏସ.ଆଇ ଅଜିତ!-->!-->!-->…