ଆସିକାରେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ସ୍ୱର ଉଠିଲା : ଦାବୀ ପୂରଣ ନ ହେଲେ ଭୋଟ ବର୍ଜନ କରିବ ଆସିକା ଓକିଲ ସଂଘ
ଆସିକା,୨୫/୭( ମନୋଜ କୁମାର ନାୟକ ) - ଦିର୍ଘ ବର୍ଷର ନିରବତା ପରେ ପୁଣି ଜିଲ୍ଲା ଗଠନ ପାଇଁ ଦାବୀ ଜୋର ଧରିଛି । ଭଞ୍ଜନଗର ଠାରେ ଘୁମୁସର ଜିଲ୍ଲା ଗଠନ ଦାବୀ ପରେ ଏବେ ଋଷିକୁଲ୍ୟା ଜିଲ୍ଲା ଗଠନ ପାଇଁ ଆସିକା ଓକିଲ ସଂଘ ପକ୍ଷରୁ ଦାବୀ ହୋଇଛି । ଆଗାମୀ ଦିନରେ ସରକାର ଦାବୀ ପୂରଣ ନକେଲ, ସାଧାରଣ!-->…