Browsing Tag

ganjam zilla odisha drivers sangha

ଆସିକାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

ଆସିକା,୧/୯ (ଶୁଣାକଥା) ମନୋଜ କୁମାର ନାୟକ : ସାରା ରାଜ୍ୟରେ ଆଜି ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହେଉଥିବା ବେଳେ ଆସିକାରେ ମଧ୍ୟ ଗଞ୍ଜାମ ଜିଲ୍ଲା ଓଡିଶା ଡ୍ରାଇଭର ସଂଘ ଆସିକା ଶାଖା ପକ୍ଷରୁ ପାଳନ କରାଯାଇଛି । ୨୦୨୧ ମସିହାରୁ ଏହି ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବଡ