Browsing Tag

get together

ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୪ ମସିହା ମେଟ୍ରିକ ବ୍ୟାଚ ଛାତ୍ରୀଙ୍କ ବନ୍ଧୁ ମିଳନ

ଆସିକା,୩୧/୮(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୪ ମସିହା ମେଟ୍ରିକ ବ୍ୟାଚ ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ବିଦ୍ୟାଳୟ ପରିସର ଠାରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ