Browsing Tag

JCI Aska Sugar Town

ବିଶ୍ୱ ବନ୍ଧୁତା ଦିବସରେ ଜେ.ସି.ଆଇ ଆସିକା ସୁଗାର ଟାଉନ ପକ୍ଷରୁ ବିରାଟ ରକ୍ତ ଦାନ ଶିବିରି

ଆସିକା,୪/୮ (ଶୁଣାକଥା) ମନୋଜ କୁମାର ନାୟକ : ବିଶ୍ୱ ବନ୍ଧୁତା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀବଜାର ସ୍ଥିତ ମା କାନ୍ୟାକା ପରମେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ବିରାଟ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଜେ.ସି.ଆଇ ଆସିକା ସୁଗାର ଟାଉନ