ମୁକୁନ୍ଦପୁର ଗ୍ରାମରେ ବିକାଶ ସାତସପନ, ମୈାଳିକ ଅଧିକାରରୁ ବଞ୍ଚିତ ଗ୍ରାମବାସୀ
ଆସିକା,୧୯/୧୧ (ଶୁଣାକଥା) : ମନେରଗା ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିବା ଗଞ୍ଜାମ ଜିଲ୍ଲା ଦିନକୁ ଦିନ ଦୁର୍ନୀତିର ଫର୍ଦରେ ଛନ୍ଦି ହେଉଥିବା ନଜିର ରହିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଆସିକା ବ୍ଲକ କାଳଷଣ୍ଡପୁର ପଞ୍ଚାୟତ!-->…