Browsing Tag

Odisha News

କୁଡୁତାଇ ଗାଁରେ ବନ୍ୟଜନ୍ତୁ ଶିକାର ବିଦ୍ୟୁତ ତାରରେ ଲାଗି ବାରହା ମୃତ୍ୟୁ : ଶିକାରୀ ଗିରଫ

ବେଲଗୁଣ୍ଠା,୯/୧୨(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବନାଞ୍ଚଳ ଅଧିନ କୁଡୁତାଇ ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ବାରହାର ମୃତ୍ୟୁ ହୋଇଛି । ଏହି ଖବର ସୂଚନା ପାଇବା ପରେ ଏ.ସି.ଏଫ ତଥା ତଦନ୍ତକାରୀ ଅଧିକାରୀ

ଦେବଭୂମୀ ଗ୍ରାମପଞ୍ଚାୟତ ନୋଡାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

ଆସିକା,୪/୧ (ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମୀ ଗ୍ରାମପଞ୍ଚାୟତ ନୋଡାଲ ହାଇସ୍କୁଲ ଠାରେ ଆଜି ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲବ ସେଠିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା

ଆସିକା ହରିହରି ହାଇସ୍କୁଲ ଠାରେ ନୈାସେନା ଦିବସ ପାଳିତ

ଆସିକା,୪/୧୧(ଶୁଣାକଥା) ମନୋଜ କୁମାର ନାୟକ - ଗଞ୍ଜାମ ଜିଲ୍ଲା ଆସିକା ହରିହର ହାଇସ୍କୁଲ ନାଭାଲ ୱିଙ୍ଗ ପକ୍ଷରୁ ଆଜି ନୈାସେନା ଦିବସ ପାଳିତ ହୋଇଛି । ପ୍ରତିବର୍ଷ ୪ ଡିସେମ୍ବରକୁ ନୈାସେନା ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ସିନିୟର ଏନ.ସି.ସି ଅଫିସର ଶିବରାମ ମହାରଣାଙ୍କ

ମୁକୁନ୍ଦପୁର ଗ୍ରାମରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ନିମନ୍ତେ କଳସ ଯାତ୍ରା

ଆସିକା,୪/୧୨(ଶୁଣାକଥା) ମନୋଜ କୁମାର ନାୟକ - ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାଳଷଣ୍ଡପୁର ପଚାଂୟତ ମୁକୁନ୍ଦପୁର ଗ୍ରାମରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ଶତାଧିକ ମହିଳା ଓ ପୁରୁଷ ଋଷିକୁଲ୍ୟା ନଦୀ ତଟରୁ ଜଳ ଆଣି ଅସ୍ଥାୟୀ ମଣ୍ଡପ ଠାରେ

ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ଏନ.ଏସ.ଏସ ପକ୍ଷରୁ ବିଶ୍ୱ ଏଡସ୍ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର,୧/୧୨(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟ ଠାରେ ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ବିଶ୍ୱ ଏଡସ୍ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ.ନିବେଦିତା ମହାପାତ୍ରଙ୍କ

“ଅରୁଣା” ସ୍ୱେଚ୍ଚାସେବୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ

ଆସିକା,୨/୧୧ (ଶୁଣାକଥା) ମନୋଜ କୁମାର ନାୟକ - ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଅରୁଣା ସ୍ୱେଚ୍ଚାସେବୀ ଅନୁଷ୍ଠାନ ଲିଙ୍କ ୱାର୍କର ସ୍କିମ ପ୍ରକଳ୍ପ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ପରିସର ଠାରେ ଅନୁଷ୍ଠିତ

ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ବ୍ରହ୍ମପୁର,(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗାନ୍ଧିନଗର ସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟରେ ଆଜି ଜାତୀୟ ସେବା ଯୋଜନା ଓ ମହାବିଦ୍ୟାଳୟ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ

ଦେବଭୂମି ଗ୍ରାମପଞ୍ଚାୟତ ନୋଡାଲ ହାଇସ୍କୁଲ ପକ୍ଷରୁ ୭୬ ତମ ଏନ.ସି.ସି ଦିବସ ପାଳିତ

ଆସିକା,୨୪/୧୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମି ଗ୍ରାମପଞ୍ଚାୟତ ନୋଡାଲ ହାଇସ୍କୁଲରେ ଆଜି ୭୬ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ.ସି.ସି) ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲବ ସେଠିଙ୍କ ଅଧ୍ୟକ୍ଷତାରେ ଦିବସ

ଆସିକାରେ ୭୨ତମ ରାଜ୍ୟସ୍ତରୀୟ ବରିଷ୍ଠ କବାଡି ପ୍ରତିଯୋଗିତା : ୩୦ ଜିଲ୍ଲାରୁ ଓଡିଶା ପୋଲିସ ଓ କିଟ ଅନୁଷ୍ଠାନ ସହ୫୯ଟି…

ଆସିକା,୨୨/୧୧(ଶୁଣାକଥା) ମନୋଜ କୁମାର ନାୟକ - ଗଞ୍ଜାମ ଜିଲ୍ଲା ଆସିକା ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଆଜି ୭୨ ତମ ରାଜ୍ୟସ୍ତରୀୟ ବରିଷ୍ଠ କବାଡି ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତା ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜ୍ୟ ଓଡିଶା କବାଡି

ମୁକୁନ୍ଦପୁର ଗ୍ରାମରେ ବିକାଶ ସାତସପନ, ମୈାଳିକ ଅଧିକାରରୁ ବଞ୍ଚିତ ଗ୍ରାମବାସୀ

ଆସିକା,୧୯/୧୧ (ଶୁଣାକଥା) : ମନେରଗା ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଥିବା ଗଞ୍ଜାମ ଜିଲ୍ଲା ଦିନକୁ ଦିନ ଦୁର୍ନୀତିର ଫର୍ଦରେ ଛନ୍ଦି ହେଉଥିବା ନଜିର ରହିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ଆସିକା ବ୍ଲକ କାଳଷଣ୍ଡପୁର ପଞ୍ଚାୟତ