Browsing Tag

state level championship judo

ରାଜ୍ୟ ଜୁଡୋ ଚମ୍ପିୟାନସିଫ -୨୦୨୪ ପ୍ରତିଯୋଗିତା : ଗଞ୍ଜାମ ଜୁଡୋ ଆସୋସିଏସନ ଖେଳାଳୀଙ୍କ କୃତିତ୍ୱ

ଆସିକା,୧୦/୧୦(ଶୁଣାକଥା) ମନୋଜ କୁମାର ନାୟକ : ଖୋର୍ଦ୍ଧାର ବରୁଣେଇ ସ୍ଥିତ କେ.ଟି ଗ୍ଲୋବାଲ ବିଦ୍ୟାଳୟ ଠାରେ ରାଜ୍ୟ ଜୁଡୋ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ସାରା ରାଜ୍ୟରୁ ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ଗତ ୮ ତାରିଖରୁ ଆରମ୍ଭ ହୋଇ