Browsing Tag

sugarfactory

ଆସିକା ସମବାୟ ଚିନିଶିଳ୍ପରେ ନୂତନ ଏମ.ଡି ହେଲେ ଗାୟତ୍ରୀ ଦତ୍ତ ନାୟକ

ଆସିକା,୨୭/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଏସିଆ ମହାଦେଶର ସର୍ବ ପୁରାତନ ଆସିକା ସମବାୟ ଚିନିଶିଳ୍ପରେ ନୂତନ ଏମ.ଡି ଭାବେ ଗାୟତ୍ରୀ ଦତ୍ତ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ସାନଖେମୁଣ୍ଡି ବିଡିଓ ରୁପେ କାର୍ଯ୍ୟ କରୁଥିଲେ । ଆଜି ଅପରାହ୍ନରେ ଆସିକା ଚିନିଶିଳ୍ପ