Browsing Tag

sunakatha

କେନ୍ଦୁପଲି ବିଶିଷ୍ଟ ଜ୍ୟୋର୍ତିବିଦ ଦଣ୍ଡପାଣିଙ୍କ ୮୦ ବର୍ଷରେ ବିୟୋଗ

ଧରାକୋଟ,୨୩/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଁରପୁର ପଞ୍ଚାୟତ କେନ୍ଦୁପଲି ଗ୍ରାମର ବିଶିଷ୍ଟ ଜ୍ୟୋର୍ତିବିଦ, ଶିକ୍ଷକ ତଥା କର୍ମକାଣ୍ଡ ପୁରୋହିତ ଦଣ୍ଡପାଣି ତ୍ରିପାଠୀଙ୍କ ପରଲୋକ ହୋଇଛି । ସେ ୮୦ ବର୍ଷ କାଳରେ ନିଜ ଗ୍ରାମ ବାସଭବନରେ ପ୍ରାଣ ତ୍ୟାଗ କରିଥିଲେ ।

ଝାଡବନ୍ଧ ପଞ୍ଚାୟତରେ ଭତା ବଣ୍ଟନ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ଆସିକା,୨୩/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡବନ୍ଧ ପଚାଂୟତରେ ଆଜି ସାମାଜିକ ଭତା ବଟଂନ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଦେବରାଜ ନାୟକ ସଂଯୋଜନା କରିଥିବା

ଧରାକୋଟ ଠାରେ ୫୨୦ ଜଣ ହିତାଧିକାରୀଙ୍କୁ ସାମାଜିକ ଭତ୍ତା ବଣ୍ଟନ

ଧରାକୋ,୨୨/୯(ମନୋଜ କୁମାରନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ୫୨୦ ଜଣ ହିତାଧିକାରୀଙ୍କୁ ସାମାଜିକ ଭତ୍ତା ବଣ୍ଟନ କରାଯାଇଛି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସମସ୍ତି କରଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ମଧୁ ବାବୁ ପେନସନ

ଟେକ୍‌ନିକାଲ ହାଇସ୍କୁଲ ଠାରେ ଦିନିକିଆ ଜୋନାଲ ସ୍ତରୀୟ ସ୍କୁଲ କ୍ରିଡା ପ୍ରତିଯୋଗିତା

ଆସିକା,୨୨/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ କଲେଜ ଛକ ସ୍ଥିତ ଟେକନିକାଲ ହାଇସ୍କୁଲ ଠାରେ ଆଜି ଜୋନାଲ ସ୍ତରୀୟ ସ୍କୁଲ କ୍ରିଡା ପ୍ରତିଯୋଗିତା ଅନୁଷ୍ଟିତ ହୋଇଛି । ଏହି ପ୍ରତିିିଯୋଗିତାରେ ଆସିକା ବ୍ଲକ ଓ ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ

ଚନ୍ଦ୍ରଶେଖରପୁର ଆର.ସି.ଏମ ଜଗନ୍ନାଥ ପ୍ରେକ୍ଷାଳୟରେ ତିନି ଦିନିଆ ପ୍ରବଚକ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୨୨/୯ (ମନୋଜ କୁମାର ନାୟକ) – ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର ଆର.ସି.ଏମ ଜଗନ୍ନାଥ ମନ୍ଦିର ପ୍ରେକ୍ଷାଳୟ ଠାରେ ଆଜି ତିନି ଦିନିଆ ପ୍ରବାଚକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିର ପ୍ରତ୍ୟେକ ଦିନ ସକାଳ ୯ ଘଟଂ ସମୟରୁ ରାତି ୯ ଘଟଂ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କୁଷଗୁମା ଆଦର୍ଶ ବିଦ୍ୟାଳୟରେ ମକଡ୍ରିଲ

ଧରାକୋଟ,୨୧/୯(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ଆଦର୍ଶ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ କରାଯାଇଛି ।ଏହି କାର୍ଯ୍ୟକ୍ରମ ଧରାକୋଟ ଅଗ୍ନିଶମ ବିଭାଗ ଅଧିକାରୀ ଚିତରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ହୋଇଥିଲା । ପ୍ରାକୃତିକ

ମୁଣ୍ଡମରାଇ ଠାରେ ଧରାକୋଟ ତାଲୁକା ବିଶ୍ୱକର୍ମା ସମାଜ କର୍ମକର୍ତା ନିର୍ବାଚନ

ଆସିକା,୨୦/୯ (ମନୋଜ କୁମାର ନାୟକ)- ଗଞ୍ଜାମ ଜିଲ୍ଲା ଧରାକୋଟ ତାଲୁକା ବିଶ୍ୱକର୍ମା ସମାଜ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଛି । ମୁଣ୍ଡମରାଇ ସ୍ଥିତ ହିରାଖଣ୍ଡି ବିଶ୍ୱକର୍ମା ମନ୍ଦିର ଠାରେ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଥିବା ବେଳେ ରାଜଶ୍ରୀ ଦୟାନିଧୀ ମହାରଣା ଓ ସଭାପତି ତାରିଣୀ

ଧରାକୋଟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଧୂମଧାମରେ ପାଳିତ

ଆସିକା,୨୦/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶଙ୍କ ପୂଜା ବଡ ଧୁମଧାମରେ ପାଳିତ ହୋଇଛି ।ଏହି ଅବସରରେ କଳସ ସ୍ଥାପନା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପ୍ରଭୁଙ୍କୁ ପୂଜା ପରେ ଭୋଗଲାଗି କରାଯାଇଥିଲା । ଧରାକୋଟ ଗଡର

ପ୍ରକୃତି ମାତାଙ୍କ “ ଦେବାଶିଷ ” କାର୍ଯ୍ୟକ୍ରମ ବିଶ୍ୱଶାନ୍ତିର ମାର୍ଗ : ମୁସଲିମ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ

ଆସିକା,୧୮/୯(ମନୋଜ କୁମାର ନାୟକ) - ବିଶ୍ୱ ଜଳବାୟୁ ପରିବର୍ତ୍ତନ ସୁଧାର ପାଇଁ “ ଗଡ୍‌” ଗ୍ରୀନ ଅର୍ଗାନିକ ଡେଭେଲପମେଣ୍ଟ ସାମାଜିକ ସଂଗଠନ ପ୍ରତିଷ୍ଠାତା ତଥା ଆସିକା ବ୍ଲକ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ଗଡଗଡା ପାହାଡ ପାଦଦେଶରେ ମୋକ୍ଷର ଧାମ ପ୍ରକୃତି ମାତାଙ୍କ ପୂଣ୍ୟ ପୀଠ ସ୍ଥାପନ

କୁଷଗୁମା ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ

ଧରାକୋଟ,୧୯/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ପ୍ରତିଷ୍ଠା ଦିବସ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରାଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ