Browsing Tag

vijaya dashmi

ବିଜୟା ଦଶମୀରେ ଆସିକା ଶାନ୍ତି ଶକ୍ତି ଭବନ ପକ୍ଷରୁ ସନ୍ଦେଶ ଯାତ୍ରା

ଆସିକା,୧୨/୧୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ଶାନ୍ତି ଶକ୍ତି ଭବନ ପକ୍ଷରୁ ବିଜୟା ଦଶମୀ ପାଳିତ ହୋଇଛି । ଏହି ଅବସରରେ ଶାନ୍ତି ଶକ୍ତି ଭବନ ଦ୍ୱାରା ଏକ ସନ୍ଦେଶ ଯାତ୍ରା ସହର ପରିକ୍ରମା କରି ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗା ପୂଜା ଶୁଭେଚ୍ଚା ପ୍ରଦାନ