ଏହି ଅଭିନେତ୍ରୀ ମାନେ ବଲିଉଡରେ ସବୁଠାରୁ ଅଧିକ ଗୋରୀ ଅଟନ୍ତି ! ଏମାନଙ୍କ ଶରୀରର ରଙ୍ଗ କ୍ଷୀର ସହ ସମାନ !

0 581

ବଲିଉଡ ଇଣ୍ଡଷ୍ଟ୍ରିର ଇତିହାସ  ସମୟର ସ୍ରୋତରେ ଅନେକ କଳାକାର ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଜନତାଙ୍କ ହୃଦୟରେ ବିରାଜମାନ କରିଛନ୍ତି । ସେହି କଳାକାରମାନଙ୍କ ମଧ୍ୟରୁ କେହି କେହି ବଲିଉଡ ଜଗତରେ ସୁ-ପ୍ରସିଦ୍ଧ ହୋଇଛନ୍ତି ତ କେହି ହୋଇପାରି ନାହାନ୍ତି । ଭାରତୀୟ ଚଳଚ୍ଚିତ୍ର ଜଗତରେ ଅନେକ ସୁନ୍ଦର ଅଭିନେତ୍ରୀ ଅଛନ୍ତି । ଏଠାରେ କିଛି ଅଭିନେତ୍ରୀ ପ୍ରାକୃତିକ ଭାବେ ବହୁତ ସୁନ୍ଦର ଅଛନ୍ତି, ଯାହାକି କୌଣସି ସର୍ଜରୀର ଆବଶ୍ୟକତା ନାହିଁ ଏବଂ ନା ହିଁ ସେମାନେ କେବେ କୌଣସି ସର୍ଜରୀ କରିଛନ୍ତି । ଗୋରା ଏବଂ ସୁନ୍ଦର ଦେଖାଯିବ ପ୍ରତ୍ୟକଙ୍କ ଇଚ୍ଛା ହୋଇଥାଏ । ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଯେପରିକି କାଜଲ, ଶିଳ୍ପା ସେଟ୍ଟୀ, ପ୍ରୟାଙ୍କ ଚୋପ୍ରା ଆଦି ନିଜ ଦେହରେ ରଙ୍ଗ ଗୋରା କରିବା ପାଇଁ ସ୍କିନ ଲାଇଟନିଂ ଟ୍ରିଟମେଣ୍ଟର ସାହାରା ନେଇଛନ୍ତି । କିନ୍ତୁ ଅନ୍ୟ କିଛି ଅଭିନେତ୍ରୀ ଏତେ ଗୋରା ଓ ସୁନ୍ଦର ହୋଇଛନ୍ତି ଯେ, ସେମାନଙ୍କ ସୁନ୍ଦରତା ବଢାଇବା ପାଇଁ ଅଧିକ ମେକଓପର କୌଣସି ଆବଶ୍ୟକତା ପଡ଼େ ନାହିଁ । ଆଜିର ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାର ଗଣନା ବଲିଉଡର ସବୁଠୁ ଅଧିକ ଗୋରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ହୋଇଥାଏ । ତେବେ ଆସନ୍ତୁ ଜାଣିବ :

କରିସ୍ମା କପୁର :
Google

କରିସ୍ମା ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଥିଲେ । କରିନାଙ୍କ ଭଳି ତାଙ୍କ ଭଉଣୀ ମଧ୍ୟ ବହୁତ ଗୋରା ଅଟନ୍ତି । ୪୪ ବର୍ଷ ବୟସରେ କରିସ୍ମା ବହୁତ ସୁନ୍ଦର ଦେଖାଯାଆନ୍ତି ।

ତମାନ୍ନା ଭାଟିଆ :
Google

ମୁମ୍ବାଇରେ ଜନ୍ମିତ ତମାନ୍ନା ସାଉଥର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତମାନ୍ନା ବଲିଉଡର ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କର ରଙ୍ଗ ମଧ୍ୟ ଅତ୍ୟାଧିକ ଗୋରା ଅଟେ ।

ଅନୁଷ୍କା ଶର୍ମା :
Google

ଅନୁଷ୍କା ଶର୍ମା ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଥିଲେ । କ୍ରିକେଟ ଜଗତର ସମ୍ରାଟ ବିରାଟ କୋହଲିଙ୍କୁ ବିବାହ କରିବା ପରେ ସେ ଲାଇମ ଲାଇଟରୁ ଦୂରେଇ ରହିଛନ୍ତି । ଅନୁଷ୍କା ଶର୍ମା ଦେଖିବା ପାଇଁ ଖୁବ୍ ସୁନ୍ଦର ଅଟନ୍ତି ଏବଂ ତାଙ୍କର ରଙ୍ଗ ମଧ୍ୟ କ୍ଷୀର ଭଳି ପୁରା ସଫା ଅଟେ ।

ଜେକ୍ଲିନ ଫେର୍ଣାଣ୍ଡିଜ :
Google

ଏବେ ତାଲିକାରେ ପରବର୍ତ୍ତୀ ନାମ ଆସୁଛି ଶ୍ରୀଲଙ୍କାର ସୁନ୍ଦରୀ ଜେକ୍ଲିନ ଫେର୍ଣାଣ୍ଡିଜଙ୍କର । ଜେକ୍ଲିନ ଫେର୍ଣାଣ୍ଡିଜ ଆଜି ବଲିଉଡର ଜଣେ ସଫଳ ଅଭିନେତ୍ରୀ ହୋଇଯାଇଛନ୍ତି । ତାଙ୍କର ଏହି ଛୋଟ କ୍ୟାରିୟର ମଧ୍ୟରେ ସେ ଅନେକ ବଡ଼ ବଡ଼ ଅଭିନେତାଙ୍କ ସହିତ କାମ କରି ସାରିଛନ୍ତି । ଜେକ୍ଲିନ ଫେର୍ଣାଣ୍ଡିଜ ମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଏବଂ ତାଙ୍କ ନାମ ମଧ୍ୟ ବଲିଉଡର ଗୋରୀ ଅଭିନେତ୍ରୀଙ୍କ ତାଲିକାରେ ରହିଛି ।

କରିନା କପୁର :
Google

ବେଗମ କରିନା କପୁରଙ୍କ ଗଣନା ବଲିଉଡର ଗୋରୀ ଅଭିନେତ୍ରୀମାନଙ୍କ ମଧ୍ୟରେ କରାଯାଇଛି । ତାଙ୍କର ରଙ୍ଗ କାଗଜ ଭଳି ଧଳା ଅଟେ ଏବଂ ଚେହେରାରେ ଗୋଟିଏ ମଧ୍ୟ ଦାଗ କି ଚିହ୍ନ ନାହିଁ ।

କ୍ୟାଟ୍ରିନା କୈଫ :
Google

କ୍ୟାଟ୍ରିନା କୈଫଙ୍କ ନାମ ଦୁନିଆର ସବୁଠାରୁ ସୁନ୍ଦର ଏବଂ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ତାଲିକାରେ ସାମିଲ ହୋଇଛି । କ୍ୟାଟ୍ରିନା କୈଫଙ୍କୁ ବଲିଉଡରେ ସଲମାନ ଖାନ ସୁଯୋଗ ଦେଇଥିଲେ । ସେ ବର୍ତ୍ତମାନ ବଲିଉଡର ନାମୀଦାମି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଆପଣଙ୍କୁ କହିଦେଉଛୁ ଯେ କ୍ୟାଟ୍ରିନା କୈଫଙ୍କ ଦେହରେ ରଙ୍ଗ ତୁଳା ପରି ଧଳା ଅଟେ ।

ଆଲିଆ ଭଟ୍ଟ :
Google

ନିଜର ସମସ୍ତ ଫିଲ୍ମରେ ଅଭିନୟର ଯାଦୁ ବିଛେଇ ଥିବା ଆଲିଆ ଭଟ୍ଟ ଆଜି ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଅଟନ୍ତି । ସେ ‘ହାଇୱେ’, ‘ଡିୟର ଜିନ୍ଦେଗି’, ‘ହମ୍ପଟି ଶର୍ମା କି ଦୁଲହନୀୟା’ ଭଳି ଚଳଚ୍ଚିତ୍ରରେ ବିସ୍ମୟ କର ଅଭିନୟ କରିଛନ୍ତି । ଆଲିଆ ଦେଖିବା ପାଇଁ ଖୁବ ସୁନ୍ଦର ଅଟନ୍ତି ଏବଂ ତାଙ୍କ ରଙ୍ଗ କ୍ଷୀର ଭଳି ସମ୍ପୂର୍ଣ୍ଣ ସଫା ଅଟେ ।

Leave A Reply

Your email address will not be published.