ଦୁର୍ବଳ ଲିଙ୍ଗର ଉପଚାର: ସହବାସ ବେଳେ ପାଆନ୍ତୁ ଶତ ସିଂହର ବଳ, ଏଥିପାଇଁ ମାନିବାକୁ ପଡ଼ିବ ଏହି ଉପାୟ..

0 900

ପରିବର୍ତ୍ତନଶୀଳ ସମୟ ସହ ତାଳ ଦେଇ ଯୁବବର୍ଗ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରୁଛନ୍ତି । ଏହାର ମୁଖ୍ୟ କାରଣ ସେମାନେ ଅଧିକ ସମୟ ସ୍ୱାସ୍ଥ୍ୟକୁ ଦେବା ପରିବର୍ତ୍ତେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଦେଖା ଦେଉଥିବା ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି । ଏହାରି ଭିତରେ କିନ୍ତୁ ସେମାନେ ମାନସିକ ଭାବେ ଦୃଢ଼ ହେବାକୁ ଚେଷ୍ଟା କରୁଥିବା ବେଳେ ଶାରୀରିକ ଭାବେ ବେଶ୍ ଦୁର୍ବଳ ଅନୁଭବ କରନ୍ତି । ଆଉ ଏହାର ସିଧାସଳଖ ପ୍ରଭାବ ପକାଇଥାଏ ଯୌନ ଜୀବନ ଉପରେ, ବୈବାହିକ ଦମ୍ପତ୍ତିଙ୍କ ପାଇଁ ଏହା ଯେତିକି ସମସ୍ୟା ଆଣିଥାଏ ଅବିବାହିତ ଯୁବକ ଓ ଯୁବତୀଙ୍କ ପାଇଁ ମଧ୍ୟ ସେତିକି ବିପଦ ଆଣିଥାଏ । ବିଶେଷ କରି ବିବାହ ପରେ ସେମାନେ ନାନା ସମସ୍ୟାରେ ପଡ଼ିଥାନ୍ତି । ସ୍ତ୍ରୀକୁ ସ୍ୱାମୀ ସୁଖ ଦେବାରେ ନବବିବାହିତ ପୁରୁଷଟିଏ ସମସ୍ୟାର ସାମ୍ନା କରିଥାଏ ।

ବିବାହ ପୂର୍ବରୁ ନିୟମ ମୁତାବକ ହସ୍ତମୈଥୁନ କରିଥିଲେ ହୁଏତ ଏହି ସମସ୍ୟା ଦେଖାଦେଇନଥାନ୍ତା । କିନ୍ତୁ ପରିବର୍ତ୍ତନଶୀଳ ସମୟରେ ଅଧିକ ଉତ୍ତେଜନା ଓ କାମ ବାସନା କାରଣରୁ ଯୁବବର୍ଗ ପଥଭ୍ରଷ୍ଟ ହୋଇ ଇନ୍ଦ୍ରୀୟ ସୁଖ ପାଇଂ ହସ୍ତମୈଥୁନ ବାରମ୍ବାର କରିଥାନ୍ତି ଫଳରେ ଲିଙ୍ଗରେ ଶୀଥିଳତା ଆସିଥାଏ । ଏପରିକି ଯଦି କାମ ବାସନା ଚରିତାର୍ଥ ପାଇଁ ବହୁ ନାରୀଙ୍କ ସହ ସମ୍ପର୍କ ରକ୍ଷା କରିବା ପରେ ସ୍ୱାସ୍ଥ୍ୟର ଯତ୍ନ ନ ନିଆଯାଏ ତେବେ ଗୁରୁତର ସମସ୍ୟାରେ ଆପଣ ପଡ଼ିପାରନ୍ତି । ତେଣୁ ବିବାହ ପୂର୍ବରୁ ଯଦି ହସ୍ତମୈଥୁନ କରୁଛନ୍ତି କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରୁଛନ୍ତି ତେବେ ସାବାଧାନ ! ଆଗକୁ ପରିସ୍ଥିତି ଜଟିଳ ହେବା ପୂର୍ବରୁ ହିଁ ଆପଣ ହିଁ ଆପଣଙ୍କ ସଂପଦ ରୂପୀ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଏବେ ଜାଣିବା ଜରୁରୀ :

ଦିଲ୍ଲୀର ଜଣେ 26 ବର୍ଷ ସ୍ନାତକ ଛାତ୍ର ନିଜ ଶାରୀରିକ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ସେ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ବହୁତ ଦୁର୍ବଳତା ଅନୁଭବ କରନ୍ତି , ତାଙ୍କର ଯୌନ ସମସ୍ୟା ଥିବା ସେ ଆଶଙ୍କା କରୁଥିଲେ । ଯୁବକ ଜଣଙ୍କ କହିବାର କଥା ଯେ, ସେକ୍ସ କରିବାର କମ୍ ସମୟ ମଧ୍ୟରେ ବିର୍ଯ୍ୟସ୍ଖଳନ ବା ଡିସଚାର୍ଜ ହୋଇଯାଏ ତାହା ପୁଣି ସେକ୍ସ କରିବାର ମାତ୍ର 20, 30 ସେକେଣ୍ଡ ମଧ୍ୟରେ । ଏହି ଇରେକ୍ସନ୍ ସମସ୍ୟାର ସମ୍ମୁଖୀନ ସେ ବହୁ ଦିନ ଧରି ସାମ୍ନା କରିଆସୁଥନ୍ତି ବୋଲି ଡାକ୍ତରଙ୍କୁ ଜଣାଇଥିଲେ। ଏହା ସେ ଡାକ୍ତରଙ୍କୁ ଅନୁରୋଧ କରି କହିଥିଲେ ଯେ, ସେ  ହସ୍ତମୈଥୁନ ଛାଡ଼ିବାକୁ ଚାହୁଁଛି । ଏହା ପରେ ଡାକ୍ତର କଣ କହିଥିଲେ ପଢନ୍ତୁ ।

‘ସର୍ବପ୍ରଥମେ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ହସ୍ତମୈଥୁନର ଏପରି ପ୍ରତିକୂଳ ପ୍ରଭାବ ନାହିଁ କିମ୍ବା ପ୍ରକୃତରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ | ଏହି ବିବୃତ୍ତିକୁ ଆପଣଙ୍କ ମନରେ ରଖନ୍ତୁ ଏବଂ ଆମେ ନିଶ୍ଚିତ ଯେ ଆପଣଙ୍କର 90% ସମସ୍ୟାର ସମାଧାନ ହେବ | ଏହା ହେଉଛି ହସ୍ତମୈଥୁନ ସହ ସହିତ ଜଡିତ ଦୋଷ ଏବଂ ଆଶଙ୍କା ଯେ ଏହା ଆପଣଙ୍କର ଭବିଷ୍ୟତର ଯୈନ କାର୍ଯ୍ୟଦକ୍ଷତାକୁ କ୍ଷତି ପହଞ୍ଚାଇବ | ଥରେ ଆପଣ ଏହା ବିଶ୍ୱାସ କରିବା ଆରମ୍ଭ କଲେ ଏହା ଆପଣଙ୍କ ଭିତରେ ଚିନ୍ତାର କାରଣ ହେବ ଏବଂ ଏହା ନିଶ୍ଚିତ ଭାବରେ ଆପଣଙ୍କର ଯୈନ କାର୍ଯ୍ୟଦକ୍ଷତାକୁ ବାଧା ଦେବ | କମ୍ ଶୁକ୍ରାଣୁ ଗଣନା ତୁମର ଶାରୀରିକ ଏବଂ ହରମୋନାଲ ସ୍ତରର ବିସ୍ତୃତ ମୂଲ୍ୟାଙ୍କନ ଆବଶ୍ୟକ କରେ ଏବଂ ଆମେ ନିଶ୍ଚିତ ଯେ ଏହା ମଧ୍ୟ ନିଶ୍ଚିତ ଭାବରେ ସମାଧାନ ହେବ |

Leave A Reply

Your email address will not be published.