ଯଦି ଆପଣ ମଧ୍ୟ କୌଣସି ବିବାହିତା ମହିଳାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ତେବେ ନିଶ୍ଚିତ ଜାଣିରଖନ୍ତୁ ଏହି ଚାରୋଟି କଥା…

0 585

ଆଜିର ଦୁନିଆରେ ଯୁବପିଢୀ ମାନଙ୍କର ରହସ୍ୟ ବେଶ୍ ଚର୍ଚ୍ଚିତ ହେଉଛି । ଯୁବପିଢୀ ମାନେ ଆଜିକା ଦୁନିଆରେ ଭଲପାଉଛନ୍ତି କିଏ ପ୍ରକୃତ ଭଲପାଇବା ପ୍ରେମକୁ ସାର୍ଥକ କରୁଛି ତ ଆଉ କେହି ଭଲପାଇବା ନାଁ ରେ କଳଙ୍କର ଦାଗ ଲଗାଉଛନ୍ତି । ପ୍ରେମ ସମ୍ପର୍କ ରଖିବା କୌଣସି ପାପ ନୁହେଁ କିନ୍ତୁ ଜଣଙ୍କୁ ଭଲପାଇଥିବା ସ୍ଥଳେ ଅନ୍ୟଙ୍କ ପ୍ରତି ଆକୃଷ୍ଟ ହେବା ଟା ହିଁ ଅସମାଜିକ ହୋଇଥାଏ । ଜଣେ ନାରୀ ଟିଏ ଅବିବାହିତା ସମୟରେ ଯେତିକି ସୁନ୍ଧର ଦେଖାଯାଏ ନାହିଁ ତାହାଠାରୁ ସେ ବିବାହ କରିବା ପରେ ଅଧିକ ପରିମାଣରେ ସୁନ୍ଦର ଦେଖାଯାନ୍ତି ।

ତାଙ୍କର ସେହି ସୁନ୍ଦରତା ପଣ ଦେଖି ଅନେକ ଅବିବାହିତ ପୁରୁଷ ତାଙ୍କ ପ୍ରେମରେ ପଡିଥାନ୍ତି । ତେବେ ଜଣେ ବିବାହିତ ନାରୀ ପ୍ରତି କାହିଁକି ଅବିବାହିତ ପୁରୁଷ ମାନେ ଆକର୍ଷିତ ହୋଇଥାନ୍ତି ଆସନ୍ତୁ ଜାଣିବା ।ବିବାହ କରିସାରିବା ପରେ ଯେତିକି ପରିମାଣରେ ସୁନ୍ଦର ହୋଇଥାନ୍ତି ସେହିପରି ବୁଦ୍ଦିମାନ ଚିନ୍ତାଶୀଳ ହୋଇଥାନ୍ତି । ତାଙ୍କର ଭାବନା ଶୈଳୀ ତଥା ଆତ୍ମବିଶ୍ବାସ ଅବିବାହିତ ଙ୍କ ଠାରୁ ଅଧିକ ସବଳ ହୋଇଥାଏ ।

ସେମାନଙ୍କର ଏହି ଗୁଣ ଦ୍ବାରା ପୁରୁଷ ଙ୍କୁ ସେ କରିପାରନ୍ତି ଦିବାନା । ବିବାହ କରିବା ପରେ ଜଣେ ନାରୀ ଚିଏ ର ହୃଦୟ ପରିଷ୍କାର ରହିଥାଏ ତା ମଧ୍ୟରେ ଚନ୍ଧକପଟ ରହିନଥାଏ । ବିବାହିତ ମହିଳା ମାନେ ପୁରୁଷଙ୍କର ଆବଶ୍ୟକତା ସମ୍ପର୍କରେ ଜାଣିପାରନ୍ତି ଏପରିକି ତାଙ୍କ ମନକଥା ମଧ୍ୟ ବୁଝିପାରନ୍ତି । ତାଙ୍କରେ ସେହି ଚିନ୍ତାଧାରା ଦେଖି କେହିବି ଅବିବାହିତା ପୁରୁଷ ଆକର୍ଷିତ ହୋଇବସନ୍ତି ।

ଆସନ୍ତୁ ଜାଣିବା ସେକଥା ଗୁଡିକ କଣସବୁ

ଖାଲି ପୁରୁଷ ମାନେ ବିବାହିତ ମହିଳା ଙ୍କ ପ୍ରତି ହୋଇନଥାନ୍ତି ଦିବାନୀ ତା ସହିତ ମହିଳା ମାନେ ମଧ୍ୟ ପୁରୁଷ ଙ୍କ ପ୍ରେମରେ ଦିବାନୀ ହୋଇଥାନ୍ତି । ଯଦି କୌଣସି ଅବିବାହିତ ପୁରିୁଷ ଟିଏ ବିବାହିତ ନୀରୀ ସହିତ ସମ୍ବନ୍ଧ ରଖିବା ପାଇିଁ ଆକୃଷ୍ଟ ହୋଉଛି ଏହାର କାରଣ ଜାଣିବା ନିତ୍ୟାନ୍ତ ଜରୁରୀ ନଚେତ୍ ହୋଇପାରନ୍ତି ହୋଇରାଣ ।

ଆପଣ ଯେଚେବେଳେ ଏହି ସମ୍ପର୍କ ରଖିବା ପାଇିଁ ଆକର୍ଷିତ ହେଉଛନ୍ତି ତେବେ ସମ୍ପର୍କ ରଖିବା ପୂର୍ବରୁ ଥରେ ପଛକୁ ଘୂରି ଚାହିଁବେ କାରଣ ଏହି ସମ୍ପର୍କ ଆପଣ ଙ୍କର ଜୀବନ ଅନ୍ତିମ ପ୍ରର୍ଯ୍ୟାୟ ପର୍ଯ୍ୟନ୍ତ ରହିନଥାଏ ।ଏହା କ୍ଷୀଣ ଟିଏ ସମୟ ପାଇିଁ ତୁମର ହୋଇ ରହେ ।

ଯଦି ଆପଣ ବିବାହିତ ନାରୀ ଙ୍କ ସହିତ ସମ୍ପର୍କ ରଖିବା କଥା ଭାବୁଛନ୍ତି ତେବେ ଏହି ଭାବନା କୁ ଦୂରିଭୁତ କର କାରଣ ଏହି ସମ୍ପର୍କ ମଧ୍ୟରୁ ତୁମେ ହଟାତ୍ ମୁକଳେଇ ପାରିବ ନାହିଁ । ଏହି ସମ୍ପର୍କ ପ୍ରଥମ ପର୍ଯ୍ୟାୟରେ ସବୁକିଛି ଭଲ ରହେ ପରବର୍ତ୍ତୀ ସମୟରେ ଏହା ବିଛେଦ ହୋଇଯାଏ ଯାହା ଆପଣ ଙ୍କ ହୃଦୟକୁ ରକ୍ତାତ କରେ ।

ଅନେକ ସମୟରେ ପୁରୁଷ ମାନେ ଅଜଣା ବସତଃ ଅନ୍ୟର ସ୍ତ୍ରୀ କୁଦେଖିବା ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏପରି ଭାବି କୌଣଶି ପର କ୍ରିୟା ପ୍ରତି ପ୍ରତି ଆକୃଷ୍ଟ ହୁଅନାହିଁ କାରଣ ଏପରି ହେବା ଦ୍ବାରା ଆପଣ କେଉଁ ସମସ୍ୟା ରେ ଫସିଯିବେ ତାହା କେବେ ସ୍ବପ୍ନରେ କଳ୍ପନା କରିପାରିବେ ନାହିଁ ।

ଅନ୍ୟର ସ୍ତ୍ରୀ ଙ୍କୁ ଦେଖି ଆପଣ ମାନେ ନିଜର ଭାରସାମ୍ୟ ହରାନ୍ତି ଏବଂ ବେଳେ ତାଙ୍କ ପାଖରୁ କିଛି ଫାଇଦା ପାଇବା ପାଇିଁ ଆଶା କରୁଥାନ୍ତି ତେବେ ଏହି ସବୁ ଭାବନା କୁ ଦୂରେଇ ରଖନ୍ତୁ ନଚେତ୍ ସେହି ବିବାହିତ ମହିଳା ଜଣଙ୍କ ତୁମ ପାଖ ଛାଡିବେ ନାହିଁ ପରେ ଆପଣ ସମାଜରେ ଅପମାନିତ ହେବେ । ଯଦି ଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.