ଇଣ୍ଟରଭିୟୁରେ ପଚାରଗଲା କି ଭାରତରେ କେଉଁଠି ଅଛି ପାକିସ୍ତାନ ନାମର ଜାଗା !

0 888

ଆଜି ଆମେ ଆପଣଙ୍କ ପାଇଁ କିଛି ରୋଚକ ପୂର୍ଣ୍ଣ ଓ ପ୍ରତିଯୋଗୀତା ପରୀକ୍ଷାରେ ଆସୁଥିବା ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । ଯାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ଯଦି ଆପଣ ଭବିଷ୍ୟତରେ କୌଣସି ବି ପ୍ରତିଯୋଗୀତା ପରୀକ୍ଷାରେ ଭାଗ ନେଉଛନ୍ତି ତେବେ ହୋଇପାରେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡିପାରେ । ତେବେ ଆପଣଙ୍କ ପାଇଁ ଏହି ସମସ୍ତ ପ୍ରଶ୍ନ ଓ ତାହାର ଜବାବ ବିଷୟରେ ଜାଣିବା ବହୁତ ଆବଶ୍ୟକ ଅଟେ ଓ ଏହା ଦ୍ଵାରା ଆପଣଙ୍କ ବୁଦ୍ଧି ବି ବଢିବ ।

 

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ଗୌତମ ବୁଦ୍ଧଙ୍କ ଜନ୍ମ କେଉଁଠି ହୋଇଥିଲା ?

ଉତ୍ତର : ଗୌତମ ବୁଦ୍ଧଙ୍କ ଜନ୍ମ ‘ଲୁଂବିନୀ’ରେ ହୋଇଥିଲା ଯାହାକି ନେପାଳରେ ଅବସ୍ଥିତ ।

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ଭଗବାନ ମହାବୀର ଜୈନ ଧର୍ମର କେଉଁ ତୀର୍ଥକର ଥିଲେ ?

ଉତ୍ତର : ଭଗବାନ ମହାବୀର ଜୈନ ଧର୍ମର ୨୪ ତମ ତୀର୍ଥକର ଥିଲେ ।

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି ଦେବଧର ଟ୍ରଫି କେଉଁ ଖେଳ ସହ ସମ୍ବନ୍ଧ ରଖିଥାଏ ?

ଉତ୍ତର : ଦେବଧର ଟ୍ରଫିର ସମ୍ବନ୍ଧ କ୍ରିକେଟ ଖେଳ ସହ ଥାଏ ।

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ଉତ୍ତର ଭାରତରେ ଥଣ୍ଡାରେ ବର୍ଷା ହେବାର କାରଣ କଣ ଅଟେ ।

ଉତ୍ତର : ଉତ୍ତର ଭାରତରେ ଥଣ୍ଡାରେ ବର୍ଷ ହେବାର କାରଣ ‘ପଶ୍ଚିମୀ ବିକ୍ଷୋଭ’ ଅଟେ ।

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ରୁସର ମୁଦ୍ରା କଣ ଅଟେ ?

ଉତ୍ତର : ରୁସର ମୁଦ୍ରା ‘ରୁବଲ’ ଅଟେ ।

The 10 best questions to ask at a job interview - THC Recruitment

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ଜୈନ ଧର୍ମର ପ୍ରଥମ ତୀର୍ଥକର କି ଥିଲେ ?

ଉତ୍ତର : ଜୈନ ଧର୍ମର ପ୍ରଥମ ତୀର୍ଥକର ‘ଋଷଭଦେବ’ ଥିଲେ ।

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ପେନଲ୍ଟୀ କର୍ନରର ସମ୍ବନ୍ଧ କେଉଁ ଖେଳ ସହ ହୋଇଥାଏ ?

ଉତ୍ତର : ପେନଲ୍ଟୀ କର୍ନରର ସମ୍ବନ୍ଧ ‘ହକି’ ଖେଳ ସହ ଜଡିତ ଅଟେ ।

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ପଣ୍ଡିତ ରବିଶଙ୍କରଙ୍କ ସମ୍ବନ୍ଧ କେଉଁ ବାଦ୍ୟ ଯନ୍ତ୍ର ସହ ଅଛି ?

ଉତ୍ତର : ପଣ୍ଡିତ ରବିଶଙ୍କରଙ୍କ ସମ୍ବନ୍ଧ ‘ସିତାରା’ ବାଦ୍ୟ ଯନ୍ତ୍ର ସହ ଅଛି ।

ପ୍ରଶ୍ନ : କଣ ଆପଣ ଜାଣିଛନ୍ତି କି ଭାରତରେ ଏମିତି କେଉଁ ଜାଗା ଅଛି ଯାହାର ନାମ ପାକିସ୍ତାନ ଅଟେ ?

ଉତ୍ତର : ଭାରତରେ ବିହାରର ଉତ୍ତର ପୂର୍ବ ସ୍ଥିତ ପୂର୍ଣିୟା ଜିଲ୍ଲାରୁ ୩୦ କିଲୋମିଟର ଦୂରରେ ଏକ ସ୍ଥାନ ଅଛି । ଯାହାର ନାମ ‘ପାକିସ୍ତାନ’ ଅଟେ । ସେଠି ୨୫୦ ରୁ ଅଧିକ ଲୋକ ବାସ କରିଥାନ୍ତି । ତେବେ ଆପଣଙ୍କୁ ଏହା କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଏହିପରି ଅନେକ କିଛି ପ୍ରଶ୍ନ ଓ ତାହାର ଉତ୍ତର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave A Reply

Your email address will not be published.