କସରତ ପାଇଁ ଏହି ଅଭିନେତ୍ରୀ ସମ୍ଭୋଗ କରନ୍ତି ।

0 678

ଇଲିୟାନା ଡିକୃଜ ଇଣ୍ଡଷ୍ଟ୍ରିର ଟ୍ୟାଲେଣ୍ଟେଣ୍ଟ ଅଭିନେତ୍ରୀ ଅଟନ୍ତି ।  ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଟନ୍ତି ଏବଂ ବାରମ୍ବାର ନିଜ ପ୍ରସଂସକଙ୍କ ପାଇଁ ଫୋଟ ସେୟାର କରନ୍ତି । ଇଲିୟାନା ଅନେକ ତାମିଲ ଏବଂ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ଖୁବ୍ ଶୀଘ୍ର ଅନିସ୍ ବଜମୀଙ୍କ ଆଗାମୀ ହିନ୍ଦୀ କମେଡି ଫିଲ୍ମ ପାଗଲପନ୍ତିରେ ନଜର ଆସିବେ । ବର୍ଫି ଅଭିନେତ୍ରୀ ନିକଟରେ ଶିବାନୀ ଦାଣ୍ଡେକରଙ୍କ ସହ ଏକ ଇଣ୍ଟରଭିୟୁରେ ନିଜ ଜୀବନ ବିଷୟରେ ଅନେକ ରହସ୍ୟ ଖୋଲିଥିଲେ ।

61 Eliana Jones Sexy Pictures That Will Fill Your Heart With ...

ଇଲିୟାନା କହିଥିଲେ ସେକ୍ସର ପ୍ରେମ ସହ କୌଣସି ସଂଯୋଗ ନାହିଁ ଏବଂ ନିଜ କଥାର ଖୁଲାସା କରିବା ସମୟରେ କହିଥିଲେ ଏହି ବିଷୟରେ ଯେଉଁ ତଥ୍ୟ ପ୍ରଦାନ କରିଥିଲି ଠିକ ସେହିଭଳି ତଥ୍ୟ ମିଡିଆରେ ପ୍ରକାଶ କରାଯାଇନାହିଁ । ମିଡ଼ିଆ ତଥ୍ୟ ପ୍ରଦାନ କରିଥିଲା ସେକ୍ସ କରିବା ଫଳରେ ଆନନ୍ଦ ଆସିଥାଏ ଏବଂ ସେ ସେକ୍ସକୁ କସରତ ଭଳି କରନ୍ତି । ଇଂଷ୍ଟିମେସି ଉପରେ ଇଲିୟାନା କହିଥିଲେ ପ୍ରତିଟି ବ୍ୟକ୍ତିଙ୍କୁ ସେକ୍ସର ଆନନ୍ଦ ନେବା ଉଚିତ ଏହାକୁ କରିବା ପାଇଁ କିଛି ଅନୁଭବ ରହିବା ଉଚିତ ।

Ileana D'cruz Birthday Special: Ileana D'cruz Birthday Special: 10 ...

ଇଲିୟାନା ନିକଟରେ ଦ ଲଭ,ଲାଫ,ଲାଇବ ଶୋରେ ଅତିଥି ରୂପରେ ଆସିଥିଲେ ଏବଂ ଶିବାନୀ ଦାଣ୍ଡେକରଙ୍କ ସହ କଥାବାର୍ତା କରିଥିଲେ ।ଇଲିୟାନା ନିଜ ଜୀବନ ବିଷୟରେ ଓ ବନ୍ଧୁଙ୍କ ବିଷୟରେ ଶିବାନୀଙ୍କ ସହ କଥାବାର୍ତ୍ତା କରିଥିଲେ । ଇଲିୟାନା ମିଡିଆରେ ସେକ୍ସ ଏବଂ ଇଣ୍ଟିମେସି ବିଷୟରେ ନିଜର ପୂର୍ବରୁ ଏକ ବକ୍ତବ୍ୟରେ ରହସ୍ୟ ଖୋଲିଥିଲେ ।

61 Sexy Pictures Of Ileana D'Cruz Are Here To Fill Your Heart with ...

ଏହି ସମୟରେ ଇଲିୟାନା କମେଡି ଡ୍ରାମା ଫିଲ୍ମ ପାଗଲପନ୍ତିରେ ଦେଖାଯିବେ ଏବଂ ଇଲିୟାନା ଜନ୍ ଅବ୍ରହାମଙ୍କ ବାନ୍ଧବୀଙ୍କ ସଞ୍ଜନା ଚରିତ୍ରରେ ଅଭିନୟ କରିବେ । ଫିଲ୍ମର ଚରିତ୍ରର ପୋଷ୍ଟର ନିକଟରେ ରିଲିଜ ହୋଇଛି । ପାଗଲପନ୍ତିରେ ଜନ୍ ଅବ୍ରହାମ, ଅନିଲ କପୁର, ଇଲିୟାନା ଡିକୃଜ, କୃତି ଖରବନ୍ଧା , ଅରସଦ ବାର୍ଷି , ପୁଲିକତ ସାମ୍ରାଟ ଏବଂ ସୌରଭ ଶୁକ୍ଳା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.