Browsing Tag

arrest

ଆସିକାରେ ଲଜ୍ଜା: ଦୁଷ୍କର୍ମ ମାମଲାରେ ଜଣେ ଗିରଫ

ଆସିକା,୫/୭ (ପ୍ରତିନିଧି : ମନୋଜ ନାୟକ)- ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ଜୈନିକ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆସିକା ପୋଲିସ ସାପୁଆପଲ୍ଲୀ ଗ୍ରାମର ଗୈାରଚନ୍ଦ୍ର ବେହେରା(୪୨)କୁ ଗିରଫ କରିଛି । ଏହି ଘଟଣାରେ ଦୁଷ୍କର୍ମର ଶିକାର ହୋଇଥିବା ଝିଅଙ୍କ ପରିବାର