Browsing Tag

aska excise office

ଆସିକା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ମଦ ଧରପକଡ

ଆସିକା,୪/୯ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ମଦ ଧରପକଡ ହୋଇଛି । ଆସିକା ଅବକାରୀ ବିଭାଗ ଅଧୀନ ନିମିନା, ବାଲିସିରା ଓ ଆସିକା କଳିଙ୍ଗ ରୋଡ ସ୍ଥିତ ରାଜସ୍ୱ ବଙ୍ଗଳା ଏରାଗୋଲା ବସା ଠାରେ ଚଢାଉ କରାଯାଇଥିଲା । ଆସିକା ତହସିଲଦାର