Browsing Tag

ASKA MILITA KRIYANUSTAN

ଋଷୀକୁଲ୍ୟା ଜିଲ୍ଲା ଗଠନ ଦାବୀ ଜୋର ଧରିଲା :୧୨ ଘଟିଂଆ ଆସିକା ବନ୍ଦ

ଆସିକା,୧୦/୮ ( ମନୋଜ କୁମାର ନାୟକ ) - ଆସିକା ଠାରେ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବୀ ନେଇ ଆଜି ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଟିଂଆ ଆସିକା ବନ୍ଦ ପାଳନ ହୋଇଛି । ଏହି ଅବସରରେ ସହରରେ ଚକ,ଅଖ ବନ୍ଦ କରାଯାଇଥିଲା । ଆସିକା, ଧରାକୋଟ, ଶେରଗଡ, ସାନଖେମୁଣ୍ଡି,