Browsing Tag

Barida-A village

ବରିଡା -ଏ ଗ୍ରାମରେ ସାମାଜିକ ବାସନ୍ଦ, କୁତ୍ସିତ ପ୍ରଥାରେ ୧୫ ପରିବାର ଶିକାର

କବିସୂର୍ଯ୍ୟନଗର,୭/୯(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଏକ ବ୍ୟାଧୀ ପରି ମାଡି ଚାଲିଛି । କେଉଁଠି ଅନ୍ୟ ଜାତିରେ ବିବାହକୁ ନେଇ ବାସନ୍ଦ ତ ଆଉ କେଉଁଠି ରାଜନୈତିକ କଥାକୁ ନେଇ ସାମାଜିକ ବାସନ୍ଦ ଭଳି ଘଟଣା ଘଟୁଛି । ଗଞ୍ଜାମ ଜିଲ୍ଲାରେ ସାମାଜିକ ବାସନ୍ଦ ଭଳି ଘଟଣା