Browsing Tag

BDO Aska

ଆସିକା ବ୍ଲକ ଘେରିଲେ ଶତାଧିକ କଂଗ୍ରେସ

ଆସିକା,୧୮/୮(ମନୋଜ କୁମାର ନାୟକ) - ରାଜ୍ୟରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ । ପି.ସି.ସି ସଭାପତି ଶରତ ଚନ୍ଦ୍ର ପଟ୍ଟାନୟକଙ୍କ ନିର୍ଦ୍ଧେଶକ୍ରମେ ସମସ୍ତ ୩୧୪ ଟି ବ୍ଲକରେ ଆଜି କଂଗ୍ରେସ ବ୍ଲକ ଘେରାଉ କରିଛି । ଆସିକା ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ବ୍ଲକ