Browsing Tag

bol bum team

କାଉଡିଆଙ୍କ ଉପରେ ମାଡିଗଲା କାର, ଦୁର୍ଘଟଣାରେ ୨ ମୃତ

ଆସିକା,୨୧/୮( ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଓ ଭେଜିପୁଟ ରାସ୍ତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆସିକା ପଟୁ ବାଲିପଦର ଅଭିମୂଖେ ଯାଉଥିବା ଏକ କାର ଦ୍ରୁତ ଗତିରେ ଆସି କାଉଡିଆଙ୍କ ଉପରେ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ ଜଣକର