Browsing Tag

country partition

ଆସିକା ବିଜେପି ପକ୍ଷରୁ ବିଭାଜନ ବିଭୀଷିକା ସ୍ମତି ଦିବସ ପାଳିତ

ଆସିକା,୧୪/୮ (ମନୋଜ କୁମାର ନାୟକ ) – ଭାରତୀୟ ଜନତା ପାର୍ଟୀ ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ ବିଭାଜନ ବିଭୀଷିକା ସ୍ମତି ପାଳିତ ହୋଇଛି । ସ୍ୱାଧୀନତା ଦିବସର ପୂର୍ବଦିନ ଅର୍ଥାତ ଆଜି ଆମ ଦେଶରେ ବିଭାଜନ ବିଭୀଷିକା ସ୍ମତି ଦିବସ ପାଳନ କରାଯାଉଛି । ୧୯୪୭ ମସିହାରେ ଦେଶ ବିଭାଜନ ବେଳେ