Browsing Tag

crime news

ଭଞ୍ଜନଗର ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଆସିକା,୧୫/୭ ( ମନୋଜ କୁମାର ନାୟକ ) - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଜେଲରେ ଆଜି ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ବେଲଗୁଣ୍ଠା ଥାନା ଅଧିନ ତନରଡା ଗ୍ରାମର ଚରଣ ବେହେରା ବୋଲି ସୂଚନା ରହିଛି । ଜଣେ ବ୍ୟକ୍ତିଙ୍କ ଠାରୁ କିଛି ବିସ୍କୁ୍‌ଟ ଓ ମିକ୍ସଚର ପ୍ୟାକେଟ