ଆସିକାରେ ଅଛନ୍ତି ମାଳ ମାଳ ବୁଲା କୁକୁର, ବନ୍ଧ୍ୟାକରଣ ଦିଗହୀନ
ଆସିକା,୩/୧୦ (ମନୋଜ କୁମାର ନାୟକ) - ମଣିଷ ଦିନକୁ ଦିନ ପାଶବିକତାର ସବୁ ସୀମା ଟିପିଯାଉଥିବା ଦେଖିବାକୁ ମିଳୁଛି । ମଣିଷର ପ୍ରକୃତ ଧର୍ମ ହେଉଛି ମାନବିକତା । ଧନ, ସମ୍ପତି, ଯୈାବନ ଯେତେ ଥାଉ ନା କାହିଁକି ଯଦି ମଣିଷ ମାନବିକତା ମରିଯାଏ ତେବେ ପଶୁ ସହ ତୁଳନା ହୋଇଯାଏ ।
ଯେତେବେଳେ ରାତିରେ!-->!-->!-->…