Browsing Tag

felicited news

ପୂର୍ବତନ ଛାତ୍ରୀ ନିବେଦିତା ବିଶ୍ୱାଳଙ୍କୁ ସମ୍ଭର୍ଦ୍ଧନା

ଆସିକା,୧୦/୮(ମନୋଜ କୁମାର ନାୟକ) – ଓଡିଶା ସିଭିଲ ସର୍ଭିସରେ ୧୫୩ ତମ ସ୍ଥାନରେ ଉତ୍ତୀର୍ଣ୍ଣ ପ୍ରଗତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରୀ ନିବେଦିତା ବିଶ୍ୱାଳଙ୍କୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରଗତି ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଭାପତି ଲକ୍ଷ୍ମୀ ନାରାୟଣ ପ୍ରଧାନଙ୍କ