Browsing Tag

gadagada pahada

ବର୍ଷା ପାଇଁ ପ୍ରକୃତି ମାତା ପୀଠରେ ଶତାଧିକ ଚାଷୀଙ୍କ ପୂଜାର୍ଚ୍ଚନା

ଆସିକା, ୮/୭ ( ମନୋଜ କୁମାର ନାୟକ ) - ଆସିକା ବ୍ଲକରେ ଚଳିତବର୍ଷ ଏପ୍ରିଲ ୨୩ ତାରିଖରୁ ଅଖି ମୁଠି ଅନୁକୂଳ ହୋଇଥିଲା । ଏହାପର ଠାରୁ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ତେଣୁ ବିଲରେ ହଳ କାର୍ଯ୍ୟ ହୋଇପାରି ନଥିଲା । ଆଷାଢ ମାସ ସରି ଶ୍ରାବଣ ମାସ ଆସିଲା । ଚାଷୀ ଚାତକ ପକ୍ଷୀ ପରି ବର୍ଷାକୁ