ଧରାକୋଟ ଜଗନ୍ନାଥ ମନ୍ଦିର ଉନ୍ନତିକରଣ : ଦୁଇ କୋଟି ଟଙ୍କା ଅନୁଦାନ ଦେଲେ ରାଜ୍ୟ ସରକାର
ଧରାକୋଟ,୫/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସ୍ଥିତ ୧୮୩ ବର୍ଷ ପୁରାତନ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ସକାଶେ ରାଜ୍ୟ ସରକାରଙ୍କ ଅନୁଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଧରାକୋଟ ଜଗନ୍ନାଥ ମନ୍ଦିର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ଦୁଇ କୋଟି ଟଙ୍କା ମଞ୍ଜୁର!-->…