Browsing Tag

kharia panchayat

କୋଟିନଡା ଗ୍ରାମରେ ଗୁଣି ଗାରେଡି : ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା

ଆସିକା,୨୨/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ଖାରିଆ ପଚାଂୟତ କୋଟିନଡା ଗ୍ରାମରେ ଗୁଣି ଗାରେଡି ଘଟଣା । ଏହାକୁ କେନ୍ଦ୍ର କରି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଥାନା ଆଗରେ ଧାରଣା ଦେଇଛନ୍ତି । ଗତ ଦୁଇ ତିନି ବର୍ଷ ମଧ୍ୟରେ ଗୁଣି ଗାରେଡି ଯୋଗୁଁ