Browsing Tag

Kula samaja

କ୍ଷେତ୍ରୀୟ ଖଣ୍ଡାୟତ ଓଡିଆ ସମାଜ ପକ୍ଷରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ

ଆସିକା,୮/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ଶାନ୍ତି ଶକ୍ତି ଭବନ ନିକଟ ଓଡିଆ ସମାଜ ଗୃହ ଠାରେ ଆଜି କ୍ଷେତ୍ରୀୟ ଖଣ୍ଡାୟତ ଓଡିଆ ସମାଜ ପକ୍ଷରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ