Browsing Tag

mahupadar village

ମହୁପଦର ଗ୍ରାମରେ ବିଶ୍ୱ କନ୍ୟା ଦିବସ ପାଳିତ : ବାଳିକା ସବୁ କ୍ଷେତ୍ରରେ ଆଗୁଆ

ଆସିକା,୧୦/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ମହୁପଦର ପଞ୍ଚାୟତ ପାତ୍ରପୁର ଗ୍ରାମରେ ବିଶ୍ୱ କନ୍ୟା ଦିବସ ପାଳିତ ହୋଇଛି । ବ୍ରହ୍ମପୁର ରେଷ୍ଟଲେସ ଡିଭେଲେପମେଣ୍ଟ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୁପେ ମହୁପଦର ପଞ୍ଚାୟତ