Browsing Tag

MLA Manjula Swain

ଆସିକା ମହିଳା ମହାବିଦ୍ୟାଳୟରେ ବିଧାୟିକାଙ୍କ ଦ୍ୱାରା ନୂତନ ଶ୍ରେଣୀ କକ୍ଷ ଉଦଘାଟନ

ଆସିକା,୫/୭ (ପ୍ରତିନିଧି : ମନୋଜ ନାୟକ) - ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ବିଧାୟିକା ମଞ୍ଜୁଳା ସ୍ୱାଇଁ ଦୁଇଟି ନୂତନ ଶ୍ରେଣୀକୁ ଶୁଭ ଉଦଘାଟନ କରିଛନ୍ତି । ଏହି ଦୁଇଟି ଶ୍ରେଣୀ କକ୍ଷ ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ।