Browsing Tag

niranjan nagar

ଆସିକା ଏନଏସି ୱାର୍ଡ -୧୪ ରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ

ଆସିକା,୧୫/୮ (ମନୋଜ କୁମାର ନାୟକ ) - ଆସିକା ଏନ.ଏ.ସି ୱାର୍ଡ ନମ୍ବର - ୧୪ ନିରଞ୍ଜନ ନଗର କେ.ଭାସ୍କର ପୃଷ୍ଟି ପଡିଆ ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଏନ.ଏ.ସି ୱାର୍ଡ ଅଫିସର ସଂଧ୍ୟାରାଣୀ ପଣ୍ଡା ସଂଯୋଜନା କରିଥିଲେ । ଆସିକା ବରିଷ୍ଠ ଆଇନଜୀବୀ