Browsing Tag

P.E.O

କଳାବ୍ୟାଜ ପରିଧାନ କରି ପି.ଇ.ଓ ଙ୍କ କାର୍ଯ୍ୟରେ ଯୋଗଦାନ

ଧରାକୋଟ,୯/୮ (ମନୋଜ କୁମାର ନାୟକ ) - ନିଖୀଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଭୁବନେଶ୍ୱର ଆହ୍ୱାନକ୍ରମେ ବିଭିନ୍ନ ଦାବୀକୁ କେନ୍ଦ୍ର କରି ଧରାକୋଟ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଆଜି କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦୀର୍ଘ ଦିନର ଦାବୀ ଓ ସମସ୍ୟାକୁ