Browsing Tag

sanjay nayak

ସାରସ୍ୱତ ସାହିତ୍ୟ ସମାଜର ୧୩ ତମ ବାର୍ଷିକୀ ଉତ୍ସବ : ବୀର କଳିଙ୍ଗ ସେବାରେ ସମ୍ମାନୀତ ହେଲେ ସଞ୍ଜୟ

ଆସିକା,୧୨/୧ (ଶୁଣାକଥା) ମନୋଜ କୁମାର ନାୟକ : ସମାଜସେବା ଓ ପରିବେଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ସରପଞ୍ଚ ତଥା ପରିବେଶବିତ୍ ସଞ୍ଜୟ କୁମାର ନାୟକଙ୍କୁ ସାରସ୍ୱତ ସାହିତ୍ୟ ସମାଜର ୧୩ ତମ ବାର୍ଷିକୀ ଉତ୍ସବରେ ବୀର କଳିଙ୍ଗ ସେବା ସମ୍ମାନରେ ସମ୍ମାନୀତ