Browsing Tag

saraswati vidyaniketan

ଚଢିଆପଲ୍ଲୀ ସରସ୍ୱତୀ ବିଦ୍ୟା ନିକେତନରେ ବାର୍ଷିକ କ୍ରୀଡା ଉତ୍ସବ

ଆସିକା,୧୯/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଚଢିଆପଲ୍ଲୀ ପଚାଂୟତ ଚଢିଆପଲ୍ଲୀ ଗ୍ରାମ ସରସ୍ୱତୀ ବିଦ୍ୟା ନିକେତନ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠୀତ ହୋଇଛି । ଏହି ଉତ୍ସବ ବିଦ୍ୟାଳୟ ସଭାପତି ତଥା ପ୍ରଧାନ ଆଚାର୍ଯ୍ୟ ବଳରାମ ପ୍ରଧାନଙ୍କ