Browsing Tag

sorada police station

ବଡଗଡରେ ଅବକାରୀ ବିଭାଗ ପକ୍ଷରୁ ମଦ ଧରପକଡ : ୩ ଗିରଫ, ପ୍ରଚୁର ପରିମାଣରେ ଦେଶୀ ମଦ ଜବତ

ବଡଗଡ,୨୩/୮(ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଛତ୍ରପୁର ଅବକାରୀ ସୁପିରିଟେଣ୍ଡେଣ୍ଟ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଧେଶକ୍ରମେ ବଡଗଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ଧରପକଡ ହୋଇଛି । ଆସିକା ଅବକାରୀ ରେଞ୍ଜ ଇନ୍ସପେକଟର ଵାଲାକ ବିଶିଙ୍କ ନେତୃତ୍ୱରେ ବଡଗଡ