Browsing Tag

Sri Ganesha puja

ଆସିକା ସୁନାମ୍ବ ସାହି ପୂଜା ମଣ୍ଡପରେ ବିରାଜମାନ ଅଗ୍ରପୂଜ୍ୟ ଗଜାନନ

ଆସିକା,୮/୯ (ଶୁଣାକଥା) ମନୋଜ କୁମାର ନାୟକ : ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚର୍ତୁଦଶୀରେ ଅଗ୍ରପୂଜ୍ୟ ଗଜାନନ ସିଂହାସନରେ ବିରାଜମାନ ହୋଇଛନ୍ତି । ପବିତ୍ର ଗଣେଶ ପୂଜା ପାଇଁ ଆସିକା ସହର ଉତ୍ସବ ମୁଖର ପାଲଟିଥିବା ବେଳେ ସୁନାମ୍ବ ସାହିରେ ମଧ୍ୟ ଯୁବ ଗୋଷ୍ଠିଙ୍କ ଦ୍ୱାରା ବେଶ ଧୁମଧାମରେ ଗଣେଶ ପୂଜା