Browsing Tag

uma charan bisoi

କଂଗ୍ରେସ ନେତା ଉମା ଚରଣ ବିଷୋୟୀ ହତ୍ୟା କାଣ୍ଡର ରାୟ ପ୍ରକାଶ : ଜଣକୁ ଆଜୀବନ କାରାଦଣ୍ଡ, ଚାରି ଜଣ ଅଭିଯୁକ୍ତ…

ଆସିକା,୨୬/୭ (ମନୋଜ କୁମାର ନାୟକ) - ଗଞ୍ଜାମ ଜିଲ୍ଲା ବହୁ ଚର୍ଚ୍ଚିତ ଆସିକା ଅଚଂଳର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆସିକା ବ୍ଲକ ଅଧ୍ୟକ୍ଷ ଉମାଚରଣ ବିଷୋୟୀ ହତ୍ୟା କାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଦିର୍ଘ ୨୧ ବର୍ଷ ପରେ ଏହି ହତ୍ୟା କାଣ୍ଡର ରାୟ ଶୁଣାଣି ହୋଇଛି । ଆସିକା