ସବୁଦିନ ବ୍ୟବହାର କରୁଥିବା ଏ ସବୁ ଶବ୍ଦର ଅର୍ଥ କ’ଣ ଜାଣିଛନ୍ତି

0 875

ଆମେ କଥାକହିଲା ବେଳେ ଦୈନନ୍ଦୀନ ଜୀବନରେ ଏମିତି ଗୁଡିକ ଶବ୍ଦ କହୁଛେ ଯାହା ଶବ୍ଦ ନୁହେଁ କେତଗୁଡିଏ ଅକ୍ଷରର ସଗୋଷ୍ଠୀ ମାତ୍ର । ବାରମ୍ବାର ବ୍ୟବହାର କରାଯାଉଥିବାରୁ ଏଗୁଡିକ ସହଜରେ ଆମେ ବୁଝି ପାରିଥାଉ, କିନ୍ତୁ ବାସ୍ତବିକ୍‌ କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହାର ସମ୍ପୁର୍ଣ୍ଣ ଅର୍ଥ ଜାଣି ନ ଥାନ୍ତି। ତା ହେଲେ ଆସନ୍ତୁ ଯାଣିବା ସେମିତି କେତେଗୁଡିକ ଶବ୍ଦ ସମ୍ପର୍କରେ।

PAN: Permanent Account  Number

OK: Oll Korrect or All Correct

NEWS PAPER: North East West south, Past And Present Event Reports

PDF: Portable Document Format

SIM: Subscriber Identity Module

ATM: Automated Teller Mechine

VIRUS: Vital Information Resources Under Seize

GOOGLE: Global Organasation of Oriented Group Language of Earth

Leave A Reply

Your email address will not be published.