ଶାରୀରିକ ସମ୍ବନ୍ଧ ବନେଇବାର କେତେ ସମୟ ପରେ ମହିଳାମାନେ ଗର୍ଭବତୀ ହୋଇଥାନ୍ତି ??

0 880

ବିଜ୍ଞାନ ର କଥା କହିବା ତ ସମ୍ଵଦ୍ଧ ରଖିବା ପରେ ପ୍ରତ୍ୟକ ମହିଳାଙ୍କୁ ଏହି ଚିନ୍ତା ହୋଇଥାଏ ଯେ ସେ କେତେ ସମୟ ପରେ ଗର୍ଭବତୀ ହୋଇଯିବ ଏବଂ ତାର ଗର୍ଭରେ ଶିଶୁଟି ବିକାଶ ହେବାକୁ ଲାଗେ। ଆଜି ଆମେ ଏହି ପୋଷ୍ଟ ରେ ମେଡ଼ିକାଲ ସାଇନସ ରେ ଗୋଟେ ରିସର୍ଚ୍ଚ ଅନୁସାରେ ଜାଣିବା ପାଇଁ ଚେଷ୍ଟା କରିବୁ ଯେ ସମ୍ଵଦ୍ଧ ରଖିବା ପରେ ମହିଳା ମାନେ କେତେ ଡେରି ପରେ ଗର୍ଭବତୀ ହୋଇଯାନ୍ତି। ସାଥିରେ ଏହାବି ଜାଣିବା ପାଇଁ ଚେଷ୍ଟା କରିବୁ ଯେ ଗର୍ଭବତୀ ହେବା ପରେ ମହିଳା ମାନଙ୍କ ଶରୀରରେ କଣ କଣ ବଦଳିବାକୁ ଲାଗେ ବା ଦେଖାଯାଏ। ତାହେଲେ ଆସନ୍ତୁ ଏହାର ବିଷୟରେ ଜାଣିବା ସମ୍ଵଦ୍ଧ ରଖିବା ପରେ ଗର୍ଭବତୀ ହେବା ପାଇଁ କେତେ ସମୟ ଲାଗେ ।

Robin Uthappa's Pregnant Wife Sheethal Goutham is Giving Moms-To ...

ଗବେଷଣା:- ଡେଲି ମେଲ ରେ ପ୍ରକାଶିତ ଗୋଟେ ଖବର ଅନୁସାରେ ସାଉଥ ଉଏସ୍ଟୋନ ୟୁନିଭରସିଟି ରେ 6 ଜଣ ଡାକ୍ତର ମାନେ 36 ମହିଳା ମାନଙ୍କ ଉପରେ ଗୋଟେ ପରୀକ୍ଷା କରବା ପରେ ବତେଇ ଛନ୍ତି ଯେ ସମ୍ଵଦ୍ଧ ସମୟରେ ଯେଉଁ ପୁରୁଷର ସୁକ୍ରାଣୁ ମହିଳା ମାନଙ୍କ ଅଣ୍ଡାର ସଂସ୍ପର୍ଶରେ ଆସେ ତ ସେ ସୁକ୍ରାଣୁ ଅଣ୍ଡାକୁ ଭୃଣରେ ବଦଳିବା ପାଈଁ ଫଟାଇଲ କରେ। ଏହି ଫଟାଇଲ କରିବା ପାଇଁ ପ୍ରାୟ 72 ଘଣ୍ଟା ସମୟ ଲାଗିଯାଏ। ଯାହା ଫଳରେ ମହିଳାଙ୍କ ଗର୍ଭାସୟରେ ଭୃଣ ର ସୃଷ୍ଟି ହେବାକୁ ଲାଗିଯାଏ ଏବଂ ମହିଳାମାନେ ଗର୍ଭବତୀ ହୋଇଯାନ୍ତି।

Cricketer Of The Year' Ravichandran Ashwin Becomes A Father For ...

ସାଉଥ ବେଷ୍ଟନ ୟୁନିଭରସିଟି ର ଡାକ୍ତର ଙ୍କ କହିବା କଥା ଅଟେ ଯେତେବେଳେ ମହିଳାମାନଙ୍କ ଗର୍ଭରେ ଭୃଣର ବିକାଶ ହେବାକୁ ଲାଗେ ତ ଏହି ଭୃଣ ଧୀରେ ଧୀରେ ଶିଶୁର ଆକାର ନିଏ ଏବଂ 8 ରୁ 9 ମାସ ମଧ୍ୟରେ ମହିଳାମାନେ ଗୋଟେ ସ୍ବାସ୍ଥ୍ୟ ଏବଂ ହୃଷ୍ଟପୃଷ୍ଟ ପିଲାର ଜନ୍ମ ଦିଅନ୍ତି। ଡାକ୍ତରଙ୍କ କହିବା କଥା ଯେ ଯେତେବେଳେ ମହିଳା ଗର୍ଭବତୀ ହୋଇଯାନ୍ତି ତ ସର୍ବ ପ୍ରଥମେ ମହିଳାଙ୍କ ୟୁରିନର ପ୍ରୋଟିନ ମାତ୍ରା ବଢିଯାଏ,ଯେଉଁ କାରଣରୁ ମହିଳାଙ୍କ ପରିଶ୍ରା ହଳଦିଆ ରଙ୍ଗ ହୋଇଯାଏ ଏବଂ ମହିଳାଙ୍କ ମାସିକ ୠତୁସ୍ରାବ ବି ବନ୍ଦ ହୋଇଯାଏ।

ଏହି ପ୍ରକ୍ରିୟାକୁ କରିବା ପାଇଁ ସାଉଥ ବେଷ୍ଟନ ୟୁନିଭରସିଟି ର ଡାକ୍ତର ମାନେ 25 ବର୍ଷର ବୟସ ଠୁ ନେଇ 30 ବର୍ଷ ବୟସ ପର୍ଯ୍ୟନ୍ତ 36 ମହିଳା ମାନଙ୍କ ଉପରେ ଏହି ପ୍ରକ୍ରିୟା କଲେ ଏବଂ ଗର୍ଭବତୀ ହେବା ସମୟ ବିଷୟରେ ତଥ୍ୟ ହାସଲ କଲେ। ଏହି ପ୍ରକ୍ରିୟା ମାଧ୍ୟମରେ ଡାକ୍ତର ମାନେ ମହିଳାଙ୍କ ଶରୀରରେ ହେଉଥିବା ହାର୍ମୋନିକ ପରିଵର୍ତନ ଉପରେ ବି ମଧ୍ୟ ଅଧ୍ୟୟନ କଲେ। ଯେଉଁଥିରେ ସାବ୍ୟସ୍ତ ହେଉଛି ଯେ ସମ୍ଵଦ୍ଧ ରଖିବାର 72 ଘଣ୍ଟା ପରେ ମହିଳା ଗର୍ଭବତୀ ହୋଇଥାଏ ଏବଂ ଯଦି ମହିଳା ଏହି ଅବଧିରେ ଗର୍ଭବତୀ ହେଉନାହିଁ ତାହେଲେ ପୁରୁଷଙ୍କ ସୁକ୍ରାଣୁରେ ମହିଳାଙ୍କ ଗର୍ଭାସୟରେ ମରି ଯାଏ ଏବଂ ମହିଳାକୁ ଗର୍ଭ ଧାରଣ ପାଈଁ ପୁଣି ସମ୍ଵଦ୍ଧ ରଖିବା ପାଇଁ ଦରକାର ପଡ଼େ।

Leave A Reply

Your email address will not be published.