ବିବାହିତ ମହିଳାମାନେ ଏହି ଦିନ ତେଲ ଲଗାଇଲେ ପରିବାରର ଉପରେ କଣ କୁ-ଖରାପ ପ୍ରଭାବ ପଡ଼ିଥାଏ ଏବଂ ସ୍ଵାମୀଙ୍କ ଆୟୁଷ ମଧ୍ୟ କମିଥାଏ ।

0 645

ଆପଣ ମାନେ ସବୁବେଳେ ନିଜର ଶରୀରକୁ ସୁସ୍ଥ ତଥା ସୁସମ ରଖିବା ପାଇିଁ ଚେଷ୍ଚିତ ରହିଥାନ୍ତି । ନିଜ ଅଙ୍ଗପ୍ରତ୍ୟେଙ୍ଗର ଯତ୍ନ ରଖି ନିଜକୁ ପ୍ରଭାବଶାଳୀ କରିଥାନ୍ତି । ଆପଣ ମାନେ ଶରୀର ଅପେକ୍ଷା କେଶ ଉପରେ ଅଧିକ ଗୁରୁତ୍ବ ଦେଇଥାନ୍ତି । ସେହି କେଶର ସୌନ୍ଦର୍ଯ୍ୟ କିମ୍ବା ତୋଚାପଣ ବଡିବା ପାଇିଁ ଆପଣ ତେଲର ସହାୟତା ନେଇଥାନ୍ତି । କାରଣ ତେଲ ଆପଣ ଙ୍କ କେଶ କୁ ଷ୍ଟାଇଲିସ କରେ ତାହା ସହ କଳା କରେ ।

The right way to apply oil in your hair, as per Ayurveda | The ...

କିନ୍ତୁ କହିରଖୁଛୁ କି ବିବାହିତା ନାରୀ ଜଣଙ୍କ କେଉଁ ଦିନ ତେଲ ଲଗାଇଲେ ତାହା ଆପଣ ଙ୍କ ପାଇିଁ ଶୁଭ ଅଶୁଭ ତାହା ଜାଣିବା ନିତ୍ୟାନ୍ତ ଜରୁରୀ । ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି କେଉଁ ଦିନ ରେ କେଶରେ ତେଲ ଲଗାଇଲେ ଆପଣ ଙ୍କ ସ୍ବାସୀ ଙ୍କ ଉପରେ ପଡିପାରେ ପ୍ରଭାବ ସେ ବିଷୟରେ ଆମେ ନିମ୍ନରେ ବିସ୍ତୃତ ଭାବରେ ପ୍ରକାଶ କଲୁ ।

1.ସୋମବାର

ଏହି ଦିନରେ କେଶରେ ତେଲ ଲଗାଇଲେ କୌଣସି ପ୍ରତିବନ୍ଧକ ବା ପାରିବାରିକ ଅଶାନ୍ତ ନାହିଁ । ଏହି ଦିନ ଆପଣ ଙ୍କ ପାଇିିଁ ଶୁଭ ଦିନ ହୋଇଥାଏ । ସେମବାର ଦିନ କେଶରେ ତେଲ ମାଲିସ କଲେ ଆପଣ ଙ୍କ କେଶ ସୁନ୍ଦର ରହିବା ସହିତ ଘନ ମଧ୍ୟ ରହିଥାଏ ।

2. ମଙ୍ଗଳବାର

ଏହି ବାର କିନ୍ତୁ ସଂପୂର୍ଣ୍ଣ ଆପଣ ଙ୍କ ନିମନ୍ତେ ଅପକାରିତା । ଏହି ଦିନରେ କେଶରେ ତେଲ ଲଗାଇଲେ ଆପଣ ଙ୍କ ପରିବାର ଉପରକୁ ହଟାଟ୍ ଅଶାନ୍ତି ର ଡେଉ ଏବଂ ବିପଦ ମାଡିଆସେ । ପରିବାର କୌଣସି ସଦସ୍ୟ ଙ୍କୁ ପିଡିତ ହେବାରେ ଦେଖିବାକୁ ମିଳିବ । ତେଣୁ ଆପଣ ଙ୍କୁ ବିଶେଷ ସୁଚନା ଯେ ମଙ୍ଗଳ ବାର ଦିନ କେଶର ଆଦୁ ତେଲ ଲଗାନ୍ତୁ ନାହିଁ

 

3.ଗୁରୁବାର

ଗୁରୁବାର ଦିନ ଯେତେ ଯାହା ହେଉ ମଧ୍ୟ ଶରୀରରେ କିମ୍ବା କେଶରେ ତେଲ ଲଗାନ୍ତୁ ନାହିଁ । ଏହି ଦିନ ତେଲ ଲଗାଇବା ଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ । ମାଆ’ ଲଷ୍ମୀ ଆପଣଙ୍କ ଉପରେ କ୍ରୋଧ କରନ୍ତି ଓ ଆପଣଙ୍କ ଘରକୁ ଛାଡ଼ି ଚାଲିଯାନ୍ତି ।

4.ଶନିବାର ଦିନ 

ଶନିବାର ଦିନ ଆପଣ ଙ୍କ ପାଇିଁ ସବିଠୁ ଅଶୁଭଜନକ ସୁଚକ ବାର ହୋଇଥାଏ ଆପଣ ଙ୍କ କେଶ ପାଇିଁ । ଯଦି ଆପଣ ଏହି ବାରରେ କେଶରେ ତେଲ ଲଗାନ୍ତି ତେବେ ଆପଣଙ୍କ ସ୍ବାମୀ ଙ୍କ ଉପରେ ପଡିବାରେ ବିପଦ ଏବଂ ତାଙ୍କ ଆୟୁଷ କମିଯାଏ ଯାହାଫଳରେ ସେ ଶିଘ୍ର ମୃତ୍ୟୁବରଣ କରିପାରନ୍ତି ।

5. ରବିବାର 

ଶନିବାର ଭଳି ରିବିବାର ମଧ୍ୟ ଆପଣ ଙ୍କ ପାଇିଁ କରାପ ଦିନ ଅଟେ ।ଏହି ଦିନରେ ତେଲ କେଶରେ ଲଗାଇଲେ ଆପଣ ଙ୍କ ସ୍ବାମୀ ଙ୍କର ଯାତ୍ରା ଅଶୁଭ ହୋଇଥାଏ ସେ ନାନ ସମସ୍ୟା ରେ ପଡିପାରନ୍ତି .ଗୃହ ମଧ୍ୟରେ ଅଶାନ୍ତି ଭରି ରହିବ ।

Haarmaske – wie anwenden?Frauen tests

ତେଣୁ ଆପଣ ମାନେ 7 ଦିନରେ ଏହି ଚାରିଦିନ କୁ ବହୁତ ଗୁରୁତ୍ବ ସହକାରେ ପାଳିବେ ତଥା କେଶରେ ଏହି 4 ରି ଦିନରେ ଆଦୁ ତେଲ ଲଗାଇବେ ନାହିଁ । ନଚେତ୍ ହୋଇପାରେ ଆପଣ ଙ୍କ ସ୍ବାମୀ ଙ୍କର ଆୟୁ କମ୍ । ଯଦି ଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.